ବିହାର ଜନାଦେଶ: ୧୯ ଆସନ ଜିତି ରେକର୍ଡ କଲେ ଚିରାଗ ପାସୱାନ
ବିହାର : ବିହାର ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ଅନୁଯାୟୀ NDA ଆଗୁଆ ରହିଛି । ବିହାରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ସ୍ପଷ୍ଟ ରହିଛି । ମହାଗଠବନ୍ଧନର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ୧୧୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ୭୪ ଆସନ ଜିତି ୧୯.୪୬ ପ୍ରତିଶତ ଭୋଟ ପାଇଥିଲା । ହେଲେ ସହଯୋଗୀ ଦଳ ନୀତିଶ କୁମାରଙ୍କ ନେତୃତ୍ୱରେ JDU ତୃତୀୟ ସ୍ଥାନରେ ଥିଲା […]
Read More Text.