01bbs 23 01032026 112 2026 03 01 15 16

ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ, ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ

ଇରାନ : ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ସମେତ ତାଙ୍କ ଜ୍ୱାଇଁ, ଝିଅ ଏବଂ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଇରାନର ପକ୍ଷରୁ କୁହାଯାଇଛି । ଖାମେନେଇ ସହିଦ ହେଲେ ବୋଲି କହିଛି ଇରାନ । ଏପଟେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଜବାବରେ ଇରାନ ଆମେରିକାର ସାମରିକ ବେସ୍ ଓ ମଧ୍ୟପ୍ରାଚ୍ୟର କିଛି […]

Read More Text.

ଏଚପିଭି ଟୀକାକରଣ ଅଭିଯାନ ଆରମ୍ଭ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଭିଯାନରେ ପ୍ରତିବର୍ଷ ଦେଶର ପ୍ରାୟ ଏକ କୋଟି ୧୫ ଲକ୍ଷ ୧୪ବର୍ଷରୁ କମ ବର୍ଷର ବାଳିକାଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜରାୟୁ କର୍କଟ ଭଳି ବିପଦପୂର୍ଣ୍ଣ ରୋଗରୁ ସୁରକ୍ଷା […]

Read More Text.

ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା

ଆମେରିକା : ଇସ୍ରାଏଲ- ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା । ଅପରେସନ୍ ଏପିକ୍ ଫ୍ୟୁରୀରେ ଇସ୍ରାଏଲ ସହ ମିଶି ଇରାନ ଉପରେ କଲା ପ୍ରଚଣ୍ଡ ଆକ୍ରମଣ । ମିଳିତ ଆକ୍ରମଣରେ ଥରିଲା ତେହେରାନ। ସେପଟେ ଇରାନ୍ ଉପରେ ଆକ୍ରମଣ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଟ୍ରମ୍ପ । ଆମେରିକାର ସୁରକ୍ଷା ଆମର ପ୍ରାଥମିକାତା । ଇରାନବାସୀ ସହଯୋଗ ମାଗିଥିଲେ । ଆମେ ସହଯୋଗ କରିଛୁ ବୋଲି କହିଛନ୍ତି ଟ୍ରମ୍ପ । ଅସ୍ତ୍ର ଛାଡ଼ି ଦିଅ, ନଚେତ୍ ମୃତ୍ୟୁ […]

Read More Text.

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମଧ୍ୟ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା କୁହାଯାଉଛି । ପୂର୍ବରୁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟ ଏସିଆ ପାଇଁ ଚିନ୍ତାଜନକ ଖବର । ଆମେରିକା ମଧ୍ୟ ଗୋଟେ […]

Read More Text.

ମଦ ଦୁର୍ନୀତି ମାମଲା: ଦୋଷମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ  

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷ ମୁକ୍ତ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାର ଓ ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ । ଦୋଷ ମୁକ୍ତ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ସିବିଆଇ ପ୍ରମାଣ ଦେଇ ଦେଇ ପାରିଲା ନାହିଁ । ପ୍ରମାଣ ନ ମିଳିବାରୁ ଦୋଷ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ । ଏ ମାମଲାରେ କେଜରିୱାଲ ଓ ସିସୋଦିଆଙ୍କ ସମେତ ସମପ୍ତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି […]

Read More Text.

‘ପ୍ରଚଣ୍ଡ’ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଏକ ସଫଳ ଉଡ଼ାଣ କରିଛନ୍ତି। ଏହି ଐତିହାସିକ ଉଡ଼ାଣ ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ‘ପ୍ରଚଣ୍ଡ’ ହେଲିକପ୍ଟରରେ ଉଡ଼ିବାର ଗୌରବ ଅର୍ଜନ କରିଛନ୍ତି। ଜୈସଲମେର ବାୟୁସେନା ଷ୍ଟେସନରୁ ୨୫ ମିନିଟ୍ ପାଇଁ ଆକାଶରେ ମାର୍ଗଦର୍ଶନ କରିଥିଲେ। ସେ କୋ-ପାଇଲଟ୍ ଆସନରେ ବସିଥିବା ବେଳେ ଗ୍ରୁପ୍ କ୍ୟାପଟେନ ଏନ.ଏସ. ବହୁଆ ଏହାକୁ ଚଳାଉଥିଲେ। ସ୍ୱଦେଶୀ ପ୍ରତିରକ୍ଷା […]

Read More Text.

DGCAର ନୂଆ ନିୟମ, ଟିକେଟ୍ କ୍ୟାନସଲ୍ କଲେ ମିଳିବ ପୂରା ରିଫଣ୍ଡ

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍ କ୍ୟାନ୍ସଲ୍ କଲେ ମିଳିବ ପୂରା ଟଙ୍କା । DGCA ଜାରି କଲା ନୂଆ ନିୟମ । ୪୮ ଘଣ୍ଟା ମଧ୍ୟରେ ଫ୍ରି କ୍ୟାନ୍ସଲ୍ । ୭ ଦିନରେ ମିଳିବ ରିଫଣ୍ଡ୍ । ଟିକେଟ୍ ବାତିଲ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଧିକ ଚାର୍ଜ । ଭାରତୀୟ ବିମାନ ଚଳାଚଳ ନିୟାମକ ସଂସ୍ଥା ଖୁବ୍ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି । ୪୮ […]

Read More Text.

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କକୁ ସ୍ପଷ୍ଟ କରିଥିଲା। ମୋଦୀ ପହଞ୍ଚିବା ପରେ ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। […]

Read More Text.
New delhi

କେରଳ ପରେ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି

ନୂଆଦିଲ୍ଲୀ : କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି । ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀର ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ […]

Read More Text.

ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ ଏହି ଦାବିକୁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଚଳିତବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି । ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେବା ତୀର୍ଥକୁ ସ୍ଥାନାନ୍ତରିତ […]

Read More Text.