ଏଏମୟୁ ମଧ୍ୟାହ୍ନଭୋଜନ ତାଲିକାରେ ଗୋମାଂସ ବିରିୟାନୀକୁ ନେଇ ବିବାଦ
ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ(ଏଏମୟୁ)ର ମଧ୍ୟାହ୍ନଭୋଜନ ମେନ୍ୟୁ ବା ତାଲିକାରେ ଗୋମାଂସ ବିରିୟାନୀ ପରସାଯିବା ନେଇ ଏକ ନୋଟିସକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିବାଦ କରିଛନ୍ତି। ରବିବାର ମଧ୍ୟାହ୍ନଭୋଜନ ମେନ୍ୟୁରେ ପ୍ରଥମେ ଚିକେନ ବିରିୟାନୀ ଦିଆଯିବ ବୋଲି ନୋଟିସ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ ଜଣ ଅଧିକାରୀ ଉକ୍ତ ନୋଟିସକୁ ବଦଳାଇ ଚିକେନ ବିରିୟାନୀ ପରିବତ୍ତେ ଗୋମାଂସ ବିରିୟାନୀ ଦିଆଯିବା ନେଇ ନୋଟିସ ଲଗାଇଥିଲେ। କିଛି […]
Read More Text.