କୁମ୍ଭମେଳାକୁ ନେଇ ବିବାଦୀୟ ବୟାନ ଦେଲେ ରାଜ ଠାକରେ
ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ସରିଗଲାଣି, ହେଲେ ଏହାକୁ ନେଇ ରାଜନୀତି କମିବାର ନାମ ନେଉନାହିଁ | ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳମାନେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ବି କୁମ୍ଭମେଳାକୁ ଟାର୍ଗେଟ କରିଛନ୍ତି | ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମହାକୁମ୍ଭରେ ଗାଧୋଇବାକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଅନ୍ଧବିଶ୍ୱାସରୁ ଲୋକମାନେ ବାହାରକୁ ଆସିବା ଉଚିତ ବୋଲି ସେ କହିଛନ୍ତି। […]
Read More Text.