କ୍ରୋଧିତ ଟ୍ରମ୍ପ୍ : ଚୀନ ଉପରେ ଲଗାଇଲେ ୧୨୫% ଟାରିଫ୍

ନୂଆଦିଲ୍ଲୀ: ଉଗ୍ର ହେଉଛି ଆମେରିକା-ଚୀନ ଟାରିଫ ୱାର । ସୀମା ଡେଇଁଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ । ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା କେହି କାହାକୁ ନଛୋଡବନ୍ଧା । ଜଣେ ଟାରିଫ ବଢାଇ ଦେଲେ ଆଉ ଜଣେ ଡବଲ ଟାରିଫ ବଢାଇ ଦେଉଥିବା ଦେଖିବାକୁ ମିଳୁଛି । ତେବେ ଚୀନ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ ଘୋଷଣା ପରେ ରାଗିଗଲେ ଟ୍ରମ୍ପ ଆଉ ପାଲଟା ଭାବେ […]

Read More Text.

ମୋ ପୁଅ ଆତଙ୍କବାଦୀଙ୍କ ଶିକାର ନଥିଲା: ୨୬/୧୧ ଆକ୍ରମଣରେ ସହିଦ୍ ସନ୍ଦୀପଙ୍କ ବାପା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ମଧ୍ୟରେ କେରଳର ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍ ମଧ୍ୟ ଥିଲେ। ଦେଶକୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ି ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୮ ନଭେମ୍ବରରେ ତାଜ ହୋଟେଲରେ ଆତଙ୍କବାଦୀଙ୍କ ସହ ଲଢ଼ିବା ସମୟରେ ସନ୍ଦୀପ ସହିଦ ହୋଇଥିଲେ। ଆଜି ମଧ୍ୟ ଲୋକମାନେ ତାଙ୍କ ସାହସିକତାର ଉଦାହରଣ ଦିଅନ୍ତି। ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, […]

Read More Text.

ଚୀନ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା, ବାଂଲାଦେଶକୁ ଉଚିତ ଶିକ୍ଷା ଦେଲା ଭାରତ

ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲ୍ୟାଣ୍ଡଲକ୍‌ଡ ବା ଭୂମି ଦ୍ଵାରା ଆବଦ୍ଧ କ୍ଷେତ୍ର ବୋଲି କହି ସମାଲୋଚନା କରିବା ସହିତ ଚୀନକୁ ନିଜ ଦେଶରେ ବ୍ୟାବସାୟିକ ବିସ୍ତାର କରିବା ଲାଗି ଆମନ୍ତ୍ରଣ କରିଥିଲେ। ବାଂଲାଦେଶର ଏଭଳି ପଦକ୍ଷେପ ବିରୋଧରେ […]

Read More Text.

ତହବ୍ବୁର ରାଣାକୁ ‘ଫାଶୀ’ ଦାବି କଲେ ସହିଦଙ୍କ ବାପା

ମୁମ୍ବଇ : ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଖୁବଶୀଘ୍ର ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିବ। ରାଣା ଭାରତକୁ ଆସିବା ପରେ ଏଠାରେ ତା’ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ଆକ୍ରମଣରେ ସହିଦ ହୋଇଥିବା ଜଣେ କନଷ୍ଟେବଳଙ୍କ ବାପା। ତହବ୍ବୁର ମୂଳତଃ ପାକିସ୍ତାନୀ ହୋଇଥିବାବେଳେ କାନାଡ଼ାର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା। ମୁମ୍ବଇ ଆକ୍ରମଣରେ ସହିଦ କନଷ୍ଟେବଳ ରାହୁଲ ସିନ୍ଦେଙ୍କ ବାପା […]

Read More Text.

ଆମେରିକା ଉତ୍ପାଦ ଉପରେ ୮୪% ଶୁଳ୍କ ଲଗାଇଲା ଚୀନ

ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ ଆମେରିକା ଉପରେ ପାଲଟା ୮୪% ପ୍ରତିଶତ ଶୁଳ୍କ ଲଗାଇଛି। ଏଣିକି ଚୀନରେ ବିକ୍ରି ହେଉଥିବା ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଏହି ଟିକସ ଗୁରୁବାରଠାରୁ ଲାଗୁ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତି ଉପରେ ପଡ଼ିବ […]

Read More Text.

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି ଉପରେ ଆକ୍ରମଣ କରି ରାହୁଲ ଗାନ୍ଧି କହିଛନ୍ତି, ଆମେ ମଧ୍ୟ ନିଜକୁ ହିନ୍ଦୁ ବୋଲି କହୁଛୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ। ଆମ ଧର୍ମ ସମସ୍ତଙ୍କୁ ସମ୍ମାନ […]

Read More Text.

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ ଚୁକ୍ତି କରିବାକୁ ଆଗ୍ରହୀ। ଏହି ସମୟରେ ଟ୍ରମ୍ପ୍ ଏପରି ଦେଶଗୁଡ଼ିକୁ କେବଳ ଚାଟୁକାର ବୋଲି କହି ନଥିଲେ ବରଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ବିଶ୍ୱର ପ୍ରାୟ ୬୦ଟି […]

Read More Text.

ହରିୟାଣା ପୁଲିସ ଫାଣ୍ଡି ଉପରେ ଖଲିସ୍ତାନୀ ଗ୍ରୁପର ଗ୍ରେନେଡ୍ ଆକ୍ରମଣ

କୈଥଲ: ପଞ୍ଜାବ ସୀମାବର୍ତ୍ତୀ ହରିୟାଣାର କୈଥଲ ଜିଲ୍ଲାର ଅଜିମଗଡ ପୁଲିସ ଫାଣ୍ଡି ଉପରେ ବାବର ଖାଲସା ଗୋଷ୍ଠୀ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛି। ଏହି ବିସ୍ଫୋରଣ ରବିବାର ସକାଳେ ଘଟିଥିଲା। କିନ୍ତୁ ପ୍ରାରମ୍ଭରେ ପୁଲିସ ଏହି ମାମଲାରେ କୌଣସି ଠୋସ୍ ପ୍ରମାଣ ପାଇନଥିଲା। କିନ୍ତୁ ଏବେ ତଦନ୍ତରେ ଆତଙ୍କୀ ଆକ୍ରମଣ ନିଶ୍ଚିତ ହୋଇଛି। କୈଥଲ ପୁଲିସ ବିସ୍ଫୋରକ ଆଇନ ଅନୁଯାୟୀ ଦୁଇ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆକ୍ରମଣ ପରେ, ଫାଣ୍ଡିରେ ରହିଥିବା କୌଣସି […]

Read More Text.

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ ପୀଡିତା ସୁଷମା ଦେବୀ, ତାଙ୍କ ପିଲାମାନେ ଏବଂ ଭଉଣୀ ପୁନମ କୁମାରୀ ଅଟ୍ରି ବ୍ଲକ ଅନ୍ତର୍ଗତ ତେତୁଆ ଗ୍ରାମରେ ଘରେ ଥିଲେ। ଗୟା ଲୋକସଭା ଆସନର ସାଂସଦ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ମାଞ୍ଝିଙ୍କ ପକ୍ଷରୁ କୌଣସି ତୁରନ୍ତ ମନ୍ତବ୍ୟ ଦିଆଯାଇ ନାହିଁ। ସେ ବିହାରରେ ଶାସକ […]

Read More Text.

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି ଏହି ଘଟଣାକୁ ନିଶ୍ଚିତ କରାଯାଇଥିଲେ ମଧ୍ୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇନାହିଁ। ସୂତ୍ର ଅନୁସାରେ, ବିମାନ AI 2336 ରେ ଥିବା ଯାତ୍ରୀ ମଦ୍ୟପାନ କରି ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ […]

Read More Text.