ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ

ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି । କେବଳ ଭାରତ ନୁହେଁ ବରଂ ମୋଟ ୧୪ଟି ଦେଶର ନାମ ପ୍ରତିବନ୍ଧକ ତାଲିକାରେ ଅଛି। ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ କୂଟନୈତିକ ସୂତ୍ରଗୁଡ଼ିକୁ ଉଦ୍ଧାର କରି କହିଛି ଯେ ଏହି କଟକଣା ଜୁନ୍ ମଧ୍ୟଭାଗ […]

Read More Text.

ଏମଏ ବେବୀ ହେଲେ ସିପିଆଇଏମ୍‌ର ନୂଆ ମହାସଚିବ

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍‌ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ ୟେଚୁରୀଙ୍କ ସ୍ଥାନ ନେଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ସୀତାରାମ ୟେଚୁୀରିଙ୍କ ପରଲୋକ ହୋଇଥିଲା। ଏମଏ ବେବୀ ପୋଲିତବ୍ୟୁରୋର ଜଣେ ସଦସ୍ୟ । ପୂର୍ବରୁ ସେ କେରଳର ଶିକ୍ଷା ମନ୍ତ୍ରୀ ଭାବରେ କାମ କରିସାରିଛନ୍ତି । […]

Read More Text.

୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ

ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ।  ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ ଆମରଣ ଚଳାଇଥିଲେ। ଫତେହଗଡ଼ ସାହିବର ସରହିନ୍ଦ ଶସ୍ୟ ମଣ୍ଡିରେ କୃଷକ ମହାପଞ୍ଚାୟତରେ ଡଲେଓ୍ଵାଲ ଏହାର ଘୋଷଣା କରିବା ସହ ପାଣି ପିଇଛନ୍ତି। ଡଲେଓ୍ଵାଲ କହିଛନ୍ତି, କୃଷକଙ୍କ ଅନୁରୋଧକ୍ରମେ ସେ ଆମରଣ ଅନଶନ ସମାପ୍ତ କରିଛି। […]

Read More Text.

ବ୍ରିଟେନରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି । ବ୍ରିଟେନ୍ ୱେମାଉଥ ସହରରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି […]

Read More Text.

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ; ତାମିଲନାଡ଼ୁର ନେତା ତାମିଲରେ ହସ୍ତାକ୍ଷର କରନ୍ତି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାମେଶ୍ୱରମରେ ନୂତନ ପମ୍ବନ ରେଳ ସେତୁର ଉଦଘାଟନ କରିଛନ୍ତି। ଏହା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଭାଷା ବିବାଦକୁ ଉଗ୍ର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେକୁ ଟାର୍ଗେଟ କରିଥିଲେ। ଏମକେ ଷ୍ଟାଲିନଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତାମିଲନାଡୁର ମନ୍ତ୍ରୀମାନେ ତାମିଲ ଭାଷା ବିଷୟରେ ଗର୍ବର ସହିତ କଥା ହୁଅନ୍ତି, କିନ୍ତୁ ମୋତେ […]

Read More Text.

ରାମନବମୀରେ ଖୋଲିଲା ନୂଆ ପମ୍ବନ ବ୍ରିଜ, ପ୍ରଥମ ଥର ଗଡିଲା ରାମେଶ୍ବରମ ତାମ୍ବରମ ଟ୍ରେନ

ଚେନ୍ନାଇ : ରବିବାର ରାମନବମୀ ଅବସରରେ ଉଦ୍‌ଘାଟିତ ହୋଇଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ। ତାମିଲନାଡୁ ଗସ୍ତ ଅବସରରେ ନୂଆ ପମ୍ବନ ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମେଶ୍ବରମ-ତାମ୍ବରମ ନୂଆ ଟ୍ରେନ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ପମ୍ବନରେ ଦୌଡିଛି ଟ୍ରେନ  । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । […]

Read More Text.

ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମୋତ୍ସବ; ୪ ମିନିଟ୍ ଯାଏଁ ସୂର୍ଯ୍ୟ ତିଳକ ଦେଖିଲେ ଶ୍ରଦ୍ଧାଳୁ

ଅଯୋଧ୍ୟା: ପବିତ୍ର ରାମନବମୀ । ପୂରା ଦେଶରେ ଉତ୍ସବର ମାହୋଲ । ରାମ ରସରେ ଡୁବିଲା ରାମନଗରୀ । ପ୍ରଭୁ ରାମଲଲାଙ୍କ ଜନ୍ମଦିନରେ ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ । ପୂର୍ବ ନୀତିନିର୍ଘଣ୍ଟ ଅନୁଯାୟୀ, ସକାଳ ସାଢ଼େ ୯ଟାରେ ରାମଲଲାଙ୍କ ସ୍ବତନ୍ତ୍ର ଅଭିଷେକ ହୋଇଥିଲା । ଏହା ପରେ ପ୍ରଭୁ ରାମଙ୍କୁ ଭବ୍ୟ ସୁଙ୍ଗାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏକ ଘଣ୍ଟା ଧରି ଚାଲିଥିଲା । ମଧ୍ୟାହ୍ଣ ୧୨ଟାରେ ରାମଲାଲଙ୍କ ଭବ୍ୟ ସୂର୍ଯ୍ୟ ତିଳକ କରାଯାଇଛି । […]

Read More Text.

ଦୁଷ୍କର୍ମ ମାମଲାରେ ଜୈନମୁନି ଶାନ୍ତିସାଗରଙ୍କୁ ୧୦ ବର୍ଷ ଜେଲ୍

ସୁରଟ: ୧୯ ବର୍ଷୀୟା ଯୁବତୀଙ୍କ ବଳାତ୍କାର ମାମଲାରେ କୋର୍ଟ ଦିଗମ୍ବର ଜୈନ ମୁନି ଶାନ୍ତିସାଗର ମହାରାଜଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସୁରଟ ସେସନ୍ସ କୋର୍ଟ ଶୁକ୍ରବାର ଶାନ୍ତିସାଗର ମହାରାଜଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ଏହି ମାମଲାରେ ଦଣ୍ଡ ଘୋଷଣା କରାଯାଇଛି। ୨୦୧୭ ମସିହାରେ, ଜଣେ ୧୯ ବର୍ଷୀୟ ଶ୍ରାବିକା (ମହିଳା ଜୈନ ଭକ୍ତ) ଦିଗମ୍ବର ଜୈନ ମୁନି ଶାନ୍ତିସାଗରଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ଶୁକ୍ରବାର ଦିନ ତାଙ୍କୁ ଏହି ମାମଲାରେ […]

Read More Text.

ଦେଶବ୍ୟାପୀ ୮.୮ ଲକ୍ଷ ୱାକଫ ସମ୍ପତ୍ତି ବିବାଦ ଘେରରେ

ନୂଆଦିଲ୍ଲୀ: ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ୱାକଫ (ସଂଶୋଧନ) ବିଲ୍ ପାରିତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ମୋଟ ୮.୮ ଲକ୍ଷ ୱାକଫ ସମ୍ପତ୍ତି ମଧ୍ୟରୁ ୭୩,୦୦୦ରୁ ଅଧିକ ସମ୍ପତ୍ତି ବିବାଦାଧୀନ ଅଛି। ନୂତନ ବିଲ୍‌ର ବ୍ୟବସ୍ଥାଗୁଡ଼ିକ ଏହି ସମ୍ପତ୍ତିଗୁଡ଼ିକ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ସୂଚନାଯୋଗ୍ୟ, ୱାକଫ ଏକ ଇସଲାମିକ ପରମ୍ପରା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ନିଜର ସମ୍ପତ୍ତିକୁ ଧାର୍ମିକ, ସାମାଜିକ କିମ୍ବା ବ୍ୟକ୍ତିଗତ […]

Read More Text.

ରାମନବମୀରେ ଉଦ୍‌ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ପ୍ରଧାନମନ୍ତ୍ରୀ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ […]

Read More Text.