Sadananda date 750x430

ପହଲଗାଓଁରେ ଏନଆଇଏ ଡିଜି, ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

ଶ୍ରୀନଗର : ପହଲଗାଓଁ ଆକ୍ରମଣର ୯ ଦିନ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମହାନିର୍ଦେଶକ(ଡିଜି) ସଦାନନ୍ଦ ହୋତେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯହା ସବୁ ତଦନ୍ତ କରିଛନ୍ତି, ତାହାର ଅଗ୍ରଗତି ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଏନଆଇଏ ଟିମ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣର ଦୁଇ ଦିନ ପୂର୍ବରୁ ଘଟଣାସ୍ଥଳକୁ ଆସି ରେକି କରିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ […]

Read More Text.
Xph4xxa6ouqmnlaj51l8

ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି: ଖୋଲିଲା ଅଟ୍ଟାରୀ ସୀମା

ପହଲଗାମ୍‌: ଜମ୍ମୁ-କଶ୍ମୀରର ‘ମିନି ସ୍ୱିଜରଲ୍ୟାଣ୍ଡ’ ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି। ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର ୱାଘା-ଅଟାରୀ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି ଭୟଙ୍କର ଆକ୍ରମଣ ପରେ ଭାରତ କଡ଼ା ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନୀମାନଙ୍କ ପାଇଁ ଭିସା ସେବା ସ୍ଥଗିତ କରିଥିଲା। ଏହିପରି ଭିସାଧାରୀଙ୍କୁ ରବିବାର ପର୍ଯ୍ୟନ୍ତ ଦେଶ ଛାଡିବା ପାଇଁ […]

Read More Text.

ମାର୍ଚ୍ଚରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୩.୭୩%କୁ ହ୍ରାସ: ଖାଦ୍ୟ ମୂଲ୍ୟ ବଦଳାଇଲା ସ୍ଥିତି

ନୂଆଦିଲ୍ଲୀ,୩୦।୪: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚ ୨୦୨୫ରେ ୩.୭୩%କୁ ହ୍ରାସ ପାଇଛି, ଯାହା ଫେବୃଆରୀର ୪.୦୧% ତୁଳନାରେ କମ୍ ଅଟେ। ଏହା ଗତ ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତର ବୋଲି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ ଦ୍ରବ୍ୟ, ବିଶେଷତଃ ପନିପରିବା ଓ ଡାଲିର ମୂଲ୍ୟରେ ହ୍ରାସ ଏହାର ମୁଖ୍ୟ କାରଣ। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରରେ ମୁଳୁୟାଙ୍କନ ଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ ୩.୭୩%ରେ ପହଞ୍ଚିଛି, ଯାହା ରିଜର୍ଭ ବ୍ୟାଙ୍କ ଅଫ୍‌ […]

Read More Text.

ମୋଦୀଙ୍କ ଋଷ୍‌ ଗସ୍ତ ବାତିଲ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରୁଷ୍ ଗସ୍ତ ବାତିଲ କରିଛନ୍ତି। ମେ’ ୯ ତାରିଖରେ ପ୍ରଧାନମନ୍ତ୍ରୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ପରେଡ୍‌ରେ ସାମିଲ ହେବେନାହିଁ। ବିଜୟ ଦିବସ ପରେଡ୍‌ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲା ରୁଷ୍‌। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ବୁଧବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Read More Text.

ଅନଲାଇନ୍ ଶିଶୁ ଯୌନ ଶୋଷଣର ବଡ଼ ରାକେଟକୁ ଧରିଲା ସିବିଆଇ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆନ୍ତର୍ଜାତିକ ସଂସ୍ଥା ଜଡିତ ଥିବା ଅନଲାଇନ୍ ଶିଶୁ ଯୌନ ଶୋଷଣର ସାଇବର କ୍ରାଇମ ନେଟୱାର୍କକୁ ଠାବ କରିଛି। ଆମେରିକାରୁ ମିଳିଥିବା ସୂଚନା ଆଧାରରେ ଆରମ୍ଭ ହୋଇଥିବା ଅପରେସନ ହକ୍ ଅଧୀନରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ଏହାର ବିବୃତ୍ତିରେ ସୂଚନା ଦେଇଛି ଯେ ସିବିଆଇର ଇଣ୍ଟରନ୍ୟାସନାଲ ଅପରେସନ୍ ଡିଭିଜନ୍ ଦିଲ୍ଲୀ ଏବଂ ମାଙ୍ଗାଲୋରରେ ରହୁଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। […]

Read More Text.

ଏଲଓସିରେ ବଢିଲା ଉତ୍ତେଜନା: ଭାରତୀୟ ସେନାର ଦୃଢ଼ ଜବାବ, ପୋଷ୍ଟ ଛାଡ଼ି ପଳାୟନ କଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ, ୩୦।୪: ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ଉତ୍ତେଜନା ତୀବ୍ର ହୋଇଛି। ପାକିସ୍ତାନ ଦ୍ୱାରା ହେଉଥିବା ଯୁଦ୍ଧବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ଦୃଢ଼ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୈନ୍ୟ ସୀମା ସମ୍ମୁଖ ଭାଗରେ ଥିବା ଅନେକ ପୋଷ୍ଟ ଛାଡ଼ି ପଳାଇଛନ୍ତି ଏବଂ ଜାତୀୟ ପତାକା ହଟାଇଛନ୍ତି, ଯାହା ସେମାଙ୍କ ମଧ୍ୟରେ ପ୍ରକାଶ ପାଉଥିବା ଭୟରେ ଦର୍ଶାଉଛି। LoC ଓ ଆନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଗୁଳିଚାଳନା […]

Read More Text.

ଭାରତ ଭୟରେ ବଙ୍କର୍ ଭିତରେ ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ମୁନିର_ମିସିଙ୍ଗ୍

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ? କେଉଁଠି ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ଆସିମ ମୁନିର ? ପାକିସ୍ତାନରେ ଅଛନ୍ତି ନା କୁଆଡେ ଦେଶ ଛାଡି ପଳାଇଗଲେଣି ? ଆସିମ ମୁନିରଙ୍କ ନିଖୋଜ ଖବର ନେଇ ଏବେ ସୋସିଆଲ ମିଡିଆ ସହ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ଭାରତର କଡ଼ା ଆଭିମୁଖ୍ୟ ଭୟରେ ଲୁଚିଛନ୍ତି ପାକିସ୍ତାନ ସେନା ମୁଖ୍ୟ । ଭାରତ ପହଲଗାମ ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ […]

Read More Text.

ପାକିସ୍ତାନରେ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ: କେତେବେଳେ କିଛି ବି ହୋଇପାରେ !

ନୂଆଦିଲ୍ଲୀ: ପାକିସ୍ତାନରେ ଭୟର ବାତାବରଣ । ଭାରତର ଆକ୍ସନ କଣ ହେବ ସେନେଇ ସମସ୍ତଙ୍କ ମନରେ ଛନକା ପଶିଛି । କାରଣ ପହଲଗାମ୍ ଆତଙ୍କୀ ହମଲାର ବଦଲା କେତେବେଳେ ବି ନେଇଯିବ ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ପାକ୍ ସେନାର ସମ୍ପୃକ୍ତି ଥିବା ଜଣାପଡିବା ପରେ ଭାରତ ପାକିସ୍ତାନକୁ ପାନେ ଦେବାକୁ ଗୋଡ ଟେକି ବସିଥିବା ବେଳେ ବିରାଟ ପ୍ରସ୍ତୁତିରେ ଲାଗିଛି । ଆଉ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଘୋଷଣା କରିବା […]

Read More Text.

ଏନ୍‌ଏସ୍‌ଏବିରେ ବଡ଼ ପରିବର୍ତ୍ତନ: ପୂର୍ବତନ ‘ର’ ମୁଖ୍ୟ ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ(ଏନ୍‌ଏସ୍‌ଏବି)କୁ ପୁନର୍ଗଠିତ କରିଛନ୍ତି। ପୂର୍ବତନ ‘ର’ ମୁଖ୍ୟ ଆଲୋକ ଜୋଶୀଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡରେ ପୂର୍ବତନ ପଶ୍ଚିମ ବାୟୁସେନା କମାଣ୍ଡର ଏୟାର ମାର୍ଶାଲ ପିଏମ୍ ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଏବଂ ରିଅର ଆଡମିରାଲ ମଣ୍ଟି ଖାନ୍ନାଙ୍କୁ ସାମରିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜୀବ ରଞ୍ଜନ ବର୍ମା ଏବଂ ମନମୋହନ ସିଂହ ଭାରତୀୟ ପୁଲିସ ସେବାର […]

Read More Text.

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ, ୩୦।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଆସନ୍ତାକାଲି (ଗୁରୁବାର) ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଉପରେ ଶୁଣାଣି କରିବେ। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ମାମଲାରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିବା ସହ କାଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ […]

Read More Text.