ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ : ମୋଦୀ
କାନାନିସ୍କିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଛି। ଉଭୟ ୩୫ ମିନିଟ୍ ଧରି କଥା ହୋଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ୍ଙ୍କୁ କହିଥିଲେ ଯେ, ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ। ଏପରି କହି ସେ ଟ୍ରମ୍ପ୍ଙ୍କୁ ଆଇନା ଦେଖାଇଛନ୍ତି। ପ୍ରକୃତରେ, ଟ୍ରମ୍ପ୍ ଅନେକ ଥର ଦାବି କରିଛନ୍ତି ଯେ, ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ […]
Read More Text.