ହରିୟାଣା ଜମି ଦୁର୍ନୀତି: ଇଡିରେ ହାଜର ହେଲେ ନି ରବର୍ଟ ଭଦ୍ରା, ପୁଣି ସମନ କଲା ଇଡି
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଥିତ ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ଆଜି ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ ଇଡ଼ିକୁ ଏକ ଇମେଲ୍ ଲେଖିଛନ୍ତି । ଭଦ୍ରା ଇଡିଠାରୁ ଆହୁରି ସମୟ ମାଗିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡ଼ି ପକ୍ଷରୁ କୁହାଯାଇଛି ଯେ ହରିୟାଣା ଜମି ଦୁର୍ନୀତି […]
Read More Text.