ବିମାନ ଦୁର୍ଘଟଣାରେ ପୋଲିସ କମିଶନରଙ୍କ ସୂଚନା, କେହି ବି ଯାତ୍ରୀ ଜୀବିତ ଥିବା ଆଶା କ୍ଷୀଣ
ଅହମ୍ମଦାବାଦ: ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ଆସିଛି ବଡ଼ ଦୁଃଖଦ ଖବର। ସଦ୍ୟତମ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କେହି ବି ଯାତ୍ରୀ ଜୀବିତ ଥିବା ଆଶା କ୍ଷୀଣ। ଅହମ୍ମଦାବାଦର କମିଶନର ସୂଚନା ଦେଇ କହିଛନ୍ତି ଯେ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମଧ୍ୟରୁ ଜଣେ ବି ବଞ୍ଚିଥିବା ଆଶା କ୍ଷୀଣ ରହିଛି। ସମସ୍ତଙ୍କ ପ୍ରାଣହାନୀ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ଏମିତି ଲାଗୁଛି […]
Read More Text.