ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ମୋଦି
ନୂଆଦିଲ୍ଲୀ : ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ ହର୍ମିନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ’ ପ୍ରଦାନ କରିଛନ୍ତି । ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ” ହେଉଛି ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱମାନଙ୍କ ପାଇଁ […]
Read More Text.