Zzz

ଉତ୍ତରାଖଣ୍ଡରେ ୮-୧୦ ଯବାନ ନିଖୋଜ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ତଳ ହର୍ଷିଲ ଘାଟି ଅଞ୍ଚଳର ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । କେବଳ ସେନା ଯବାନ ନୁହନ୍ତି ନିଖୋଜ ଗ୍ରାମବାସୀଙ୍କ ତଲାସୀ ପାଇଁ ବଡ଼ ଅଭିଯାନ ଚାଲିଛି […]

Read More Text.

୩ ମାସରେ ୧୫ ଆତଙ୍କବାଦୀ ଶିବିର ତିଆରି କରିଛି ପାକିସ୍ତାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ୯୦ ଦିନ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୧୫ଟି ଆତଙ୍କାବାଦୀ ଶିବିର ତିଆରି ହୋଇଛି। ଏସବୁର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଛି ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ତା ଆଇଏସଆଇ ଏଥିପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ସୀମାପାର ଆତଙ୍କବାଦ ରୋକିବାକୁ ଭାରତୀୟ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି। ଅପରେସନ ସିନ୍ଦୂର ସମୟରେ ପିଓକେରେ ଥିବା ଅନେକ ଆତଙ୍କୀ […]

Read More Text.
Zz

ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ କ୍ରୟ ନେଇ ଉଚ୍ଚ ସ୍ତରୀୟ ବୈଠକରେ ଭାରତୀୟ ବାୟୁ ନୌସେନାର ଯୁଦ୍ଧପୋତ ପାଇଁ ବହୁ ସଂଖ୍ୟାରେ ବ୍ରହ୍ମୋସ ମିସାଇଲ୍ କ୍ରୟକୁ ମଞ୍ଜୁରି ଦିଆଯାଇପାରେ । ଏହା ସହ ଭାରତୀୟ […]

Read More Text.
2 179 1754404278432

୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା ରୁଷଠାରୁ ତେଲ କିଣୁ ଭାରତ ! ଏବେ ମିଛ ପ୍ରଚାର କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଟାରିଫ୍ ଲଗାଇବ ବୋଲି ଆମେରିକା ଧମକ ଦେଉଛି । ଟ୍ରମ୍ପ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି । ଭାରତ ନିଜ ହିତ ରକ୍ଷା ପାଇଁ ରୁଷର ବାଣିଜ୍ୟିକ ଅଂଶୀଦାର ହେବ ବୋଲି ଏକ ପ୍ରକାର ସୂଚାଇ ଦେଇଛି । ଏହାରି ଭିତରେ ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟୀଙ୍କ ଏକ ପୁରୁଣା ଟିପ୍ପଣୀ ଭାଇରାଲ୍ ହେବାରେ ଲାଗିଛି […]

Read More Text.
15 07 2024 bihar up flood 23759168

ବନ୍ୟାରେ ୧୭ଟି ଜିଲା ପ୍ରଭାବିତ, ୧୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା । ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ଏଠାରେ ୨୭୦.୬ମିମି ବର୍ଷା ହୋଇଥିଲା । ପୂର୍ବରୁ ୧୯୮୭ମସିହାରେ ୨୯୪.୯ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜ, ବାରାଣସୀ ସମେତ […]

Read More Text.
Article 1068x601

ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି। ଏପରି କି ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଏହି ଧମକର ଜବାବ ଦେଇଛି ଭାରତୀୟ ସେନା। ସେନା ପକ୍ଷରୁ ୧୯୭୧ର ଖବରକାଗଜର ଏକ ପୁରୁଣା କ୍ଲିପ୍(ପ୍ରକାଶିତ […]

Read More Text.
Xx

ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ

ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର କରୁଥିବା ସମୟରେ ଗିରଫ ହୋଇଥିଲେ। ଅଭିଯୁକ୍ତ ଜଣକ ୫୦ରୁ ଅଧିକ ସିଜେରିଆନ୍ ସେକ୍ସନ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ । ଅଭିଯୁକ୍ତଙ୍କ ନାମ ପୁଲୋକ ମାଲାକର ଏବଂ ସେ ଜଣେ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ । ସେ ସିଲଚରର ଦୁଇଟି ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଅଭିଯୁକ୍ତ ଜଣକ ସିଲଚରର […]

Read More Text.
Trump

୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ

ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ। ରୁଷକୁ ଏକ ଯୁଦ୍ଧ ମେସିନ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଭାରତ ଏହାକୁ ଇନ୍ଧନ ଦେଉଛି। ସିଏନବିସିକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ […]

Read More Text.
947900 satyapal 150x150

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ୭୯ବର୍ଷିୟ ସତ୍ୟପାଲଙ୍କର ଆରଏମ୍‍ଏଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଅପରାହ୍ନ ୧ଟା ୨୦ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟପାଲ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା […]

Read More Text.
Moditrump

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକକୁ ଭାରତର ବେଖା‌ତିର୍‌; ଦେଲା ମୁହଁତୋଡ଼ ଜବାବ

ନୂଆଦିଲ୍ଳୀ:ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ୬-ସୂତ୍ରୀୟ ବିବୃତ୍ତି ଜାରି କରି ଆମେରିକା ଏବଂ ୟୁରୋପୀୟ ସଂଘର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏହି ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ […]

Read More Text.