ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱିତୀୟ ନୋଟିସ
ପାଟନା : ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନ ଆଉ ଥରେ ନୋଟିସ୍ ପଠାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ନେତାଙ୍କୁ କମିଶନ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ପୁଣି ଥରେ ଜବାବ ମାଗିଛନ୍ତି। ଏହି ସମ୍ୱନ୍ଧରେ ଦୀଘା ବିଧାନସଭା ଅଞ୍ଚଳର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ବୁଧବାର ଚିଠି ଲେଖା ଯାଇଛି। ଏଥିରେ ତେଜସ୍ୱୀଙ୍କ ଦ୍ୱାରା ୧ ଅଗଷ୍ଟରେ ପ୍ରେସ୍ କନଫରେନ୍ସରେ କୁହାଯାଇ ଥିବା EPIC ସହ […]
Read More Text.