ବାଚସ୍ପତି ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ପାଇଁ କମିଟି ଘୋଷଣା କଲେ
ନୂଆଦିଲ୍ଲୀ : ଘରୁ ଟଙ୍କା ମିଳିବା ଘଟଣାରେ ଜଷ୍ଟିସ ଯଶଓ୍ବନ୍ତ ବର୍ମଙ୍କୁ ହଟାଇବା ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ୧୪୬ ସାଂସଦଙ୍କ ଦସ୍ତଖତ ରହିଥିବା ଏହି ପ୍ରସ୍ତାବକୁ ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିବା ସହିତ ମାମଲାର ତଦନ୍ତ ପାଇଁ ମଙ୍ଗଳବାର ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପି.ଭି. ଆଚାର୍ଯ୍ୟ […]
Read More Text.