ମୌସୁମୀର ତାଣ୍ଡବ, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖା ୨୫୭ ଛୁଇଁଲା
ସିମଲା : ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ସଡ଼କ ଦୁର୍ଘଟଣାରେ ୧୨୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ରାଜ୍ୟରେ ମୌସୁମୀ ସମ୍ବନ୍ଧୀୟ ଦୁର୍ଘଟଣାରେ ମୋଟ ୨୫୭ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ରିପୋର୍ଟ ଅନୁସାରେ ପ୍ରାକୃତିକ କାରଣରୁ […]
Read More Text.