Janmastami

ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଅଘଟଣ, ରଥ ସହିତ ବିଦ୍ୟୁତ ତାର ଲାଗିବାରୁ ୫ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦର ରାମନ୍ଥପୁର ଅଞ୍ଚଳରେ ବଡ଼ ଅଘଟଣ । ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ଘଟଣାଟି ରାମନ୍ଥପୁର ଅଞ୍ଚଳର ଗୋପାଳ ନଗରରେ ହୋଇଛି । ଖବର ମୁତାବକ, ରାମନ୍ଥପୁର ଗୋପାଳ ନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ […]

Read More Text.
Modi rubio shehbaz

ପୁଣି ମୁହାଁମୁହି ହେବେ ଭାରତ-ପାକିସ୍ତାନ: ଯେ କୌଣସି ସମୟରେ ଭାଙ୍ଗିପାରେ ଅସ୍ତ୍ରବିରତି

ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଆମେରିକା ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଆମେ ଉଭୟ ଦେଶର ପରିସ୍ଥିତି ଉପରେ ପ୍ରତିଦିନ ନଜର ରଖୁଛୁ, କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗୁ ହୋଇଥିବା ଅସ୍ତ୍ରବିରତି ଯେକୌଣସି ସମୟରେ ଭାଙ୍ଗିପାରେ ବୋଲି ଆଶଙ୍କା ରହିଛି। ରୁବିଓ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଅସ୍ତ୍ରବିରତି କେବଳ ସେତେବେଳେ ସମ୍ଭବ ଯେତେବେଳେ ଉଭୟ ପକ୍ଷ ପାରସ୍ପରିକ ସହମତିରେ […]

Read More Text.
Jelenski

ଶାନ୍ତି ପାଇଁ ଆଜି ଆଲୋଚନା ହେବ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ପୂର୍ବରୁ ଆଲାସ୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୁଟିନଙ୍କ ସହ ବୈଠକରେ ପରେ ଜେଲେନସ୍କିଙ୍କୁ ଫୋନ୍‍ କରିଥିଲେ ଡୋନାଲ୍ଡ ଟ୍ରମ୍ପ […]

Read More Text.
Mumbai rain

ମୁମ୍ବାଇରେ ହାଇଆଲର୍ଟ: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ପାଇଁ ଜାରି ହେଲା ଆଡଭାଇଜରି

ମୁମ୍ବାଇ : ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାତାର ତୃତୀୟ ଦିନରେ ମୁମ୍ବାଇରେ ମୁଷଳଧାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି । ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ସମସ୍ତ ସରକାରୀ ଏବଂ […]

Read More Text.
Putin

ମୋଦିଙ୍କୁ ଫୋନ୍ ଯୋଗେ ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ବିଷୟରେ କଥା ହେଲେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଟିନ ସୋମବାର ରାତିରେ ୟୁରୋପୀୟ ନେତା ଜେଲେନସ୍କିଙ୍କ ସହ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି […]

Read More Text.
Bjp vice president candidate cp radhakrishnan

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେପି ନେତୃତ୍ୱାଧୀନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାମିଲନାଡୁର ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରାଯାଇଛି। […]

Read More Text.
6thradhakrishnan

ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ସଂପର୍କରେ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତାମିଲନାଡ଼ୁରେ ଜନ୍ମଗ୍ରହଣ […]

Read More Text.
Melborne 1

ମେଲବୋର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ କୁନି କୁନି ଓଡ଼ିଆ ପିଲାଙ୍କ ଚମତ୍କାର ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଭାରତୀୟ ଫିଲ୍ମ ମହୋତ୍ସବ । ଆୟୋଜିତ ହେଲା ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବୋର୍ଣ୍ଣ’ ଆଇଏଫ୍ଏଫ୍ଏମ୍ -୨୦୨୫। ଏହି ଅବସରରେ ବହୁ ଭାରତୀୟ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବା ସହ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ୍ ଭାବରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା, ସିନେ ପ୍ରଯୋଜକ ମୁକେଶ ଛାବରା, ଅଭିନେତ. ଜୟଦୀପ ଅହଲାବତ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ର ଉତ୍ସବକୁ ଉଦଘାଟନ କରିଥିଲେ ସୁପରଷ୍ଟାର […]

Read More Text.

ପାକିସ୍ତାନରେ ବନ୍ୟାର ତାଣ୍ଡବ : ୩୦୦ରୁ ଉର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ପାକିସ୍ତାନ : ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି ।  ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ବିଶେଷ କରି ପାକିସ୍ତାନର ଖାଇବର ପଖତୁନଖ୍ବାରେ ଗତ ଦୁଇ ଦିନ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯେଉଁଥି ପାଇଁ ବର୍ତ୍ତମାନ ମୃତ୍ୟୁହାର ୩୪୦ରେ ଆସି ପହଞ୍ଚିଛି । ଏହା ବ୍ୟତୀତ ଶହ ଶହ ମଧ୍ୟ  […]

Read More Text.

ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ସୂଚନାଯୋଗ୍ୟ ବିହାରର ୬୫ ଲକ୍ଷ ଭୋଟର ଏହି ତାଲିକାରୁ ବାଦ ପଡିଛନ୍ତି। ଏହି ତାଲିକା ଚୂଡାନ୍ତ ନୁହେଁ ବୋଲି ଇସି ଦାବି କରୁଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ନେଇ ବିତର୍କ […]

Read More Text.