ପାକିସ୍ତାନର କ୍ବୋଟାରେ ବୋମା ବିସ୍ଫୋରଣ, ୨୫ ମୃତ, ୩୦ ଆହତ
କ୍ବେଟା : ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ ସାଂସଦ ଅହମଦ ନୱାଜ ଏବଂ ପାର୍ଟି ନେତା ମୁସା ବଲୁଚ ମଧ୍ୟ ସାମିଲ ରହିଛନ୍ତି । ଖବର ମୁତାବକ, ଶାହୱାନି ଷ୍ଟାଡିୟମ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମାପ୍ତ ହେବାର କିଛି ସମୟ ପରେ ବିସ୍ଫୋରଣ […]
Read More Text.