ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍ ଗୱାଇ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ଏବଂ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। ସୋସିଆଲ ମିଡ଼ିଆରେ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ଅନେକ ନେଟିଜେନ୍ […]
Read More Text.