ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ
ଉତ୍ତରାଖଣ୍ଡ : ପାଗରେ ସୁଧାର ଆସିବା ପରେ ଉତ୍ତରାଖଣ୍ଡ ସରକାର ପୁଣି ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା ପୁଣି ଥରେ ଉପଲବ୍ଧ ହୋଇଛି । ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ୍ ପାଗ ଏବଂ ସ୍ଥାନୀୟ ପରିବେଶ ଅନୁସାରେ ଯାତ୍ରୀଙ୍କ ପରିଚାଳନା ନିଷ୍ପତ୍ତି ନେବେ । ଏଥିପାଇଁ ଚାରଧାମ ଯାତ୍ରା ପରିଚାଳନା ଏବଂ ସଂଗଠନ ଦ୍ବାରା ଏକ ବିଜ୍ଞପ୍ତି ଜାରି କରିଥିଲା […]
Read More Text.