ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ମୋଦିଙ୍କ ପ୍ରତିକ୍ରିୟା, ଭାରତ ଚାହଁ ଶାନ୍ତି ଓ ସ୍ଥିରତା
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି, ବିଶ୍ବରେ ଚାଲିଥିବା ଅନେକ ତିକ୍ତତା ପାଇଁ ଭାରତର ଚିନ୍ତାଧାରା ସ୍ପଷ୍ଟ । ଆମେ ସବୁବେଳେ ଶାନ୍ତି ରଖିବା ପାଇଁ କହିଛୁ । ପଶ୍ଚିମ ଏସିଆରେ ବର୍ତ୍ତମାନ ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ । ଆପୋଷ କଥାବାର୍ତ୍ତା ଏବଂ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ବାହାର କରାଯାଇପାରିବ । ଏଠାରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା […]
Read More Text.