ଡିଭାଇଡରରେ ପିଟି ହେଲା ଥାର୍, ୫ ମୃତ ଓ ଜଣେ ଆହତ
ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ନ୍ୟାସନାଲ ହାଇୱେରୁ ବାହାରୁଥିବା ସମୟରେ ଥାରଟି ଡିଭାଇଡର ସହିତ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ନ୍ୟାସନାଲ ହାଇୱେରୁ ଥାରଟି ବାହାରୁଥିବା ସମୟରେ ଡିଭାଇଡର ସହିତ ଧକ୍କା ହୋଇଥିଲା । ଫଳରେ ଆଜି ଭୋର ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ସେଥିରେ ୬ ଜଣ ଲୋକ ଥିବା ଜଣାପଡିଛି । […]
Read More Text.