ଛିନ୍ଦଖଡ଼କ ଜଙ୍ଗଲରେ ଗୁଳିବିନିମୟ, ୩ ମାଓବାଦୀ ନିହତ
ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲା ଅନ୍ତର୍ଗତ ଛନ୍ଦଖଡ଼କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ରହିଛନ୍ତି। ଉକ୍ତ ଜଙ୍ଗଲରେ ଆଉ କିଛି ମାଓବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ଅପରାହ୍ନ ସୁଦ୍ଧା କୋମ୍ବିଂ ଅପରେସନ ଚାଲିଥିବା ଖବର ମିଳିଛି। ସୂଚନା ଅନୁସାରେ, ଛିନ୍ଦଖଡ଼କ ଜଙ୍ଗଲରେ ମାଓବାଦୀ ଶିବିର […]
Read More Text.