Bsnl

ଜିଓ,ଏୟାରଟେଲ୍‌କୁ ପଛରେ ପକାଇଲା ବିଏସଏନଏଲ୍‌ର ଏହି ଶସ୍ତା ପ୍ଲାନ୍‌: ମାତ୍ର ୨୨୫ ଟଙ୍କାରେ ମିଳିବ ସବୁକିଛି..

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍‌ ଆଉ ଏକ ଶସ୍ତା ପ୍ଲାନ୍‌ ଲଞ୍ଚ କରିଛି । ଏହି ଯୋଜନା ୩୦ ଦିନର ବୈଧତା ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଏଥିରେ ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା ସହିତ ଅସୀମିତ କଲିଂ ଏବଂ ଡାଟା ପାଇବେ । ଏହି ନୂତନ ପ୍ରିପେଡ୍ ରିଚାର୍ଜ ଯୋଜନା ୨୨୫ ଟଙ୍କାରେ ଉପଲବ୍ଧ। ଏହା ସାରା ଭାରତରେ ଗ୍ରାହକମାନଙ୍କୁ ଅସୀମିତ କଲିଂ, ମାଗଣା ଜାତୀୟ […]

Read More Text.
Well 1068x601

କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ

ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ। ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ ବିଷଧର ସାପ ଥିଲେ। ପରିବାର ଲୋକେ ବହୁ ଉଦ୍ୟମ କରିଥିଲେ ମହିଳାଙ୍କୁ ଉଦ୍ଧାର କରିବାକୁ। କିନ୍ତୁ କୂଅଟି ଗଭୀର ହୋଇଥିବାରୁ ସଫଳ ହୋଇ ନ ଥିଲେ। ଫଳରେ ମହିଳାଙ୍କ ପୁଅ ଜିନଜିୟାଙ୍ଗ ରୁଇତୋଙ୍ଗ ବ୍ଲୁ […]

Read More Text.
Bishnoi 1068x601

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ କାନାଡ଼ାର ଆତଙ୍କୀ ସଂଗଠନ ଘୋଷଣା

କାନାଡ଼ା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି ଗ୍ୟାଙ୍ଗକୁ ଆର୍ଥିକ ସହାୟତା ଦେବା ଅଥବା ଗ୍ୟାଙ୍ଗ ପାଇଁ କାର୍ଯ୍ୟ କରିବା ଅପରାଧ ବୋଲି ବିବେଚନା କରାଯିବ। ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି […]

Read More Text.
Bangladesh

ବାଂଲାଦେଶରେ ଉତ୍ତେଜନା, ୩ ଆଦିବାସୀ ମୃତ ଏବଂ ଅନେକ ପୋଲିସ୍ ଆହତ

ବାଂଲାଦେଶ: ବାଂଲାଦେଶରେ ପୁଣି ଥରେ ଦେଖାଦେଇଛି ଉତ୍ତେଜନା । ଏକ ଆଦିବାସୀ ବହୁଳ ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ଏକ ବିବୃତ୍ତିରେ କହିଛି ଯେ ପାହାଡ଼ି ଜିଲ୍ଲା ଖାଗରାଛରୀରେ ଘଟିଥିବା ଉତ୍ତେଜନାରେ ତିନି ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସେଠାରେ ସେନା ଏବଂ ପୋଲିସ ମୁତୟନ କରାଯାଇଛି । ବିବୃତ୍ତିରେ କୁହାଯାଇଛି ଯେ, ଖାଗରାଛରୀ ଜିଲ୍ଲାର ଗୁଇମାରା ଉପଜିଲାରେ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ […]

Read More Text.
Vijaya

ଦଳାଚକଟା ପରେ ବିଜୟଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ, ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡରେ

ତାମିଲନାଡ଼ୁ : ଶନିବାର କରୁରରେ ହୋଇଥିବା ଅଘଟଣରେ ସମସ୍ତେ ସ୍ତବ୍ଧ । ବିଜୟଙ୍କ ରାଲିରେ ଏହାପରେ ସାଉଥ ସୁପରଷ୍ଟାର ତଥା ଟିଭିକେର ସଭାପତି ବିଜୟଙ୍କ ବାସଭବନରେ ବୋମା ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ପୋଲିସକୁ ଫୋନ୍ କରି ବିଜୟଙ୍କ ଘରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ, ଯାହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଖବର ମୁତାବକ, ସକାଳ ପ୍ରାୟ ୫ଟା ୨୦ ସମୟରେ ଚେନ୍ନାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍ […]

Read More Text.
Pok

ପାକିସ୍ତାନ ଅଧିକୃତ କଶ୍ମୀରରେ ଉତ୍ତେଜନା, ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆୱାମୀ ଆକ୍ସନ କମିଟିର ସଦସ୍ୟ । ଦୋକାନ ବଜାର ସଟଡାଉନ ହେବା ସହ ଘରୁ ଲୋକଙ୍କୁ ବାହାରିବାକୁ ମନା କରାଯାଇଛି । ରାସ୍ତାରେ ଗାଡି ଯିବା ଆସିବା ଉପରେ ରୋକ ଲଗାଇଛନ୍ତି ଅସନ୍ତୋଷ ଜନତା । […]

Read More Text.
Pm modi pcb

ଏସିଆ କପ୍ ଫାଇନାଲ ହାରିବା ଅପମାନ ସହିପାରୁନି ପାକିସ୍ତାନ, ମୋଦିଙ୍କ ପୋଷ୍ଟକୁ ନେଇ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି

ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ ଟିମ ଇଣ୍ଡିଆ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରି ନଥିଲା । ଏହାକୁ ଭାରତର ନିରାଶା ଏବଂ ଅପମାନ ବୋଲି କହିଛନ୍ତି ନକଭୀ । ସୋସିଆଲ ମିଡିଆ ପୋଷ୍ଟରେ ନକଭୀ କହିଛନ୍ତି, ଯଦି ଯୁଦ୍ଧକୁ […]

Read More Text.
55 1

ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ଇସି

ନୂଆଦିଲ୍ଲୀ : ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍‌ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି ଜଣାପଡିଛି। ଦୁଇଦିନ ଅବସ୍ଥାନ କାଳରେ ସେମାନେ ବିହାର ନିର୍ବାଚନ ପାଇଁ ନିଯୁକ୍ତ ପୁଲିସ ଅଧିକାରୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। […]

Read More Text.

ବସ୍‌-କାର ଧକ୍କା: ୫ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ଲଖିମପୁର ଖିରୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଖିରୀ ଥାନା ଅନ୍ତର୍ଗତ ଓୟଲ ଛକ ନିକଟ ରାଜ୍ୟ ରାଜପଥରେ ଏକ ବସ ଏବଂ କାର  ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କାର ଭିତରେ ଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଓମନି କାରରେ ଏ​‌ତେ ସଂଖ୍ୟକ ଯାତ୍ରୀ […]

Read More Text.

ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶନିବାର ରାତି ସାରା ବଡ଼ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଜଧାନୀ କିଭ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ଶେ​‌ଷ ଥର ପାଇଁ ଗତ ମାସରେ କିଭ୍ ଉପରେ ରୁଷ ଆକ୍ରମଣ କରିଥିଲା, ଯେଉଁଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଶନିବାର ରାତିରେ ହୋଇଥିବା ଆକ୍ରମଣରେ ବହୁ ବଡ଼ ବଡ଼ କୋଠା ଧୂଳିସାତ ହୋଇଯାଇଛି। ୟୁକ୍ରେନ ବାୟୁସେନା ରବିବାର ଗଣମାଧ୍ୟମକୁ ସୂଚନା ଦେଇ […]

Read More Text.