ବିଧାୟକଙ୍କୁ ଦେଖି ଠିଆ ନ ହେବାରୁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ପସନ୍ଦ କରିନାହାଁନ୍ତି। କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଡାକ୍ତର ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ହରିୟାଣା ସରକାରଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର […]
Read More Text.