ଶପଥ ଗ୍ରହଣର ଲେଖା ପଢ଼ିପାରିଲେନି ବିଧାୟିକା
ପାଟନା: ବିହାର ବିଧାନସଭାର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜେଡିୟୁ ବିଧାୟିକା ବିଭା ଦେବୀଙ୍କୁ ଗୃହରେ ଅପଦସ୍ଥ ହେବାକୁ ପଡିଛି। ବିଭା ଦେବୀଙ୍କ ନାମ ଡକାଯିବାରୁ ସେ ଉଠିପଡି ଶପଥପାଠ କରିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଦୁର୍ଭାଗ୍ୟର ବିଷୟ ଏହିକି ଯେ ବିଭା ଦେବୀ ହିନ୍ଦୀରେ ଲେଖାଯାଇଥିବା ଶପଥ ଗ୍ରହଣର ବିଷୟବସ୍ତୁକୁ ପଢିପାରିନଥିଲେ। ତାଙ୍କ କଣ୍ଠସ୍ବର ଥରିବାକୁ ଲାଗିଥିଲା। କଷ୍ଟେମଷ୍ଟେ ଗୋଟିଏ ଦୁଇଟି […]
Read More Text.