Ap24188446267287 e1720275835890 1068x600

ଅକ୍ଟୋବରରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ !

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଗତ ଜୁଲାଇରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ ଷ୍ଟାର୍ମରଙ୍କ ଏହି ଗସ୍ତକୁ କୂଟନୈତିକ ମହଲ ଗୁରୁତ୍ବ ଦେଉଛନ୍ତି। ଏହି ଚୁକ୍ତି କାର୍ଯ୍ୟକାରୀ ହେବାଫଳରେ ଭାରତ-ବ୍ରିଟେନ ବାଣିଜ୍ୟିକ କାରବାର ୧୨୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା […]

Read More Text.
Parliament 4

୨ ବର୍ଷ ବଢିପାରେ ସଂସଦର ସ୍ଥାୟୀ କମିଟିର କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ସ୍ଥାୟୀ କମିଟିଗୁଡ଼ିକର କାର୍ଯ୍ୟକାଳ ୨ ବର୍ଷକୁ ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି । ଏହି କମିଟିଗୁଡ଼ିକର କାର୍ଯ୍ୟକାଳ ଗୋଟିଏ ବର୍ଷ ହଇଥାଏ । ସଂସଦ ସଦସ୍ୟମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏତେ ଅଳ୍ପ ସମୟ ମଧ୍ୟରେ ଯଥେଷ୍ଟ କାମ କରିବା ଅସମ୍ଭବ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କ ଆଲୋଚନା କରିବା ପରେ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି […]

Read More Text.
Dharali

ଧରାଲିରେ ନିଖୋଜ ୬୭ ଲୋକଙ୍କୁ ମିଳିବ ମୃତ୍ୟୁ ପ୍ରମାଣପତ୍ର

ଉତ୍ତରାଖଣ୍ଡ : ଚଳିତବର୍ଷ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଧରାଲିରେ ବାଦଲଫାଟିବା ଯୋଗୁଁ ଘଟିଥିବା ବିପର୍ଯ୍ୟୟ ପରେ ୬୭ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ୫୧ ଦିନ ପରେ ମଧ୍ୟ ଏମାନଙ୍କର କୌଣସି ପତ୍ତା ମିଳୁନାହିଁ । ବାଦଲ ଫାଟିବା ଯୋଗୁଁ ପୁରା ଗାଁ ପଙ୍କମାଟିରେ ପୋତି ହୋଇଯାଇଥିଲା । ଘଟଣାରେ ଅନେକ ନିଖୋଜ ରହିଥିଲେ । ଯେଉଁମାନଙ୍କ ପତ୍ତା ମିଳୁନାହିଁ ସେମାନଙ୍କୁ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବ । କେନ୍ଦ୍ର […]

Read More Text.
Earthquake 2

ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା : ଭୁଶୁଡ଼ିଲା ଘର, ୭ ଆହତ

ବେଜିଂ : ଆଜି ଚୀନର ଗାସୁରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୬ ରହିଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏଥିରେ ୭ଜଣ ଆହତ ହୋଇଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।  ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଫଳରେ ଲୋକଙ୍କ ଚିତ୍କାର ଶୁଭିବା ସହ ରାସ୍ତାରେ ଭିଡ଼ ସୃଷ୍ଟି ହୋଇଥିଲା । ସୂଚନାନୁଯାୟୀ, ଆଜି ସକାଳ ୫. ୪୯ରେ […]

Read More Text.
Jammu kashmir

ପୁଣି ଖୋଲିବ ଜମ୍ମୁ କଶ୍ମୀରର ବନ୍ଦଥିବା ପର୍ଯ୍ୟଟନ ସ୍ଥଳ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ବୁଲିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଜମ୍ମୁ କଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ ସେପ୍ଟେମ୍ବର ୨୯ ରୁ ଅନେକ ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଲଜି ମନୋଜ ସିହ୍ନା ନିଜେ ସୂଚନା ଦେଇଛନ୍ତି । ମନୋଜ ସିହ୍ନା କହିଛନ୍ତି, କଶ୍ମୀର ଏବଂ ଜମ୍ମୁ ଡିଭିଜନର ପ୍ରମୁଖ ଟୁରିଷ୍ଟ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ । ଏହିସବୁ ସ୍ଥାନ ପହଲଗାମ ଆତଙ୍କୀ ଆକ୍ରମଣ […]

Read More Text.
Unga

ବିଶ୍ବ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ, ମିଳିତ ଜାତିସଂଘରେ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କଲା ଭାରତ

ନ୍ୟୁୟର୍କ : ପୁଣି ବିଶ୍ୱ ଦରବାରରେ ଖୋଲିଲା ପାକିସ୍ତାନର ଆତଙ୍କୀ ଚେହେରା । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କରିଛି ଭାରତ । ଅପରେସନ ସିନ୍ଦୂରରେ ଭାରତ ଉପରେ ପାକିସ୍ତାନର ବିଜୟ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି । ଯାହା ଅଯୋକ୍ତିକ ଓ ସଂପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ ହୋଇଛି । ଫଳରେ ପାକର ମିଛ ଦାବିକୁ ଭୁଲ ପ୍ରମାଣିତ କରିଛି ଭାରତ । ସରିଫଙ୍କ ଭାଷଣ ଉପରେ ପ୍ରତିକ୍ରିୟା […]

Read More Text.
Bulding

ମିଶର ଡେଲ୍ଟାରେ ଅଗ୍ନିକାଣ୍ଡ: ଭୁଶୁଡ଼ିଲା କୋଠା, ୧୧ ମୃତ ଓ ୩୩ ଆହତ

କାଇରୋ: ଗତକାଲି ମିଶରର ନୀଳ ଡେଲ୍ଟା ଅଞ୍ଚଳରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପରେ ଏକ କୋଠା ଭୁଶୁଡ଼ି ପଡ଼ିବାର ସୂଚନା ମଧ୍ୟ ମିଳିଛି । ଏଥିସହ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି । କାଇରୋରୁ ପ୍ରାୟ ୧୦୩ କିଲୋମିଟର ଉତ୍ତରରେ ଏବଂ ଘାରବିୟା ପ୍ରଦେଶର ମହଲ୍ଲା ସହରରେ ଏହି ଦୁର୍ଘଟଣା ଘଟିଛି । ମହଲ୍ଲା ଏହାର କପଡ଼ା ଶିଳ୍ପ ପାଇଁ ପ୍ରସିଦ୍ଧ । ଅଧିକାରୀଙ୍କ ଅନୁଯାୟୀ, […]

Read More Text.
Bsnl 750x430

ଓଡିଶା ମାଟିରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ BSNL 4G ସେବା

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ଆରମ୍ଭ ହୋଇଛି। BSNLର 4G ସେବାର ଆନୁଷ୍ଠାନିକ ଶୁଭାରମ୍ଭ ସହିତ, ସମସ୍ତ ଟେଲିକମ୍ କମ୍ପାନୀ ଏବେ 4G […]

Read More Text.
Mig 21

ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଚଣ୍ଡିଗଡ଼ରେ […]

Read More Text.
Tariff

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା, ପହିଲାରୁ ଲାଗୁ ହେବ ଟ୍ରମ୍ପଙ୍କ ୧୦୦% ଶୁଳ୍କ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା […]

Read More Text.