ଦିଲ୍ଲୀ ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର: NIA
ନୂଆଦିଲ୍ଲୀ : ବ୍ଲାଷ୍ଟ ମାମଲାରେ NIAର ଚାଞ୍ଚଲ୍ୟକର ଖୁଲାସା । ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର । ଜୈଶ-ଇ-ମହମ୍ମଦ ସହ ଜଡ଼ିତ ଏହି ଡାକ୍ତରମାନେ ‘ହ୍ବାଇଟ କଲର ଆତଙ୍କବାଦୀ ମଡ୍ୟୁଲ’ ଗଠନ କରିଥିଲେ । ଏହା ପରେ ନିଜସ୍ବ ପାଣ୍ଠିରେ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରି ଆତଙ୍କବାଦୀ ଷଡ଼ଯନ୍ତ୍ର କରିଥିଲେ । ବିଭିନ୍ନ ସହରରେ ଏକକାଳୀନ ବିସ୍ଫୋରଣ ଘଟାଇବାକୁ ଏହି ଟଙ୍କା ଯୋଗାଡ କରିଥିଲେ ବୋଲି ଖୁଲାସା କରିଛି […]
Read More Text.