Zzzzzzzzzzz

ଡିସେମ୍ବରରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷ ତେଲ କିଣିବା ପାଇଁ ଭାରତ ଉପରେ କଡ଼ା ଟାରିଫ ଲଗାଇଛି। ଏହି ଉଚ୍ଚସ୍ତରୀୟ ଗସ୍ତ ପ୍ରଥମେ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ […]

Read More Text.

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଅସୁସ୍ଥ ହୋଇପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ହଠାତ୍‌ ସେ ଜ୍ୱର ଓ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏମସ୍‌ ରମୈୟା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୂତ୍ର ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଖଡଗେଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ଶ୍ୱାସକ୍ରିୟାରେ ମଧ୍ୟ ସେ ଅସହଜ ଅନୁଭବ କରିଥିଲେ। ସେ ଅସୁସ୍ଥତା ଅନୁଭବ କରିବାରୁ […]

Read More Text.
Train 2

ବର୍ଷକରେ ରେଳ ଦୁର୍ଘଟଣା ନେଇଛି ୨୧ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣା ଯୋଗୁ ଗୋଟିଏ ବର୍ଷରେ ୨୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୨୦୨୩ ବର୍ଷରେ ଦେଶରେ ମୋଟ ୨୪,୬୭୮ଟି ରେଳ ଜନିତ ଦୁର୍ଘଟଣା ଘଟିଥିଲା। ଆଉ ଏଥିରେ ୨୧,୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ଓଡ଼ିଶାର ବାହାନଗା(Bahanaga Train Accident)ରେ ମଧ୍ୟ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା(Odisha Train Accident)ରେ ୨୯୬ ଜଣଙ୍କ ଜୀବନ […]

Read More Text.
Zzzzzzzzz

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା

ନୂଆଦିଲ୍ଲୀ : ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି […]

Read More Text.
Eci voter list 1068x601

ଜାରି ହେଲା ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା

ବିହାର: ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ଭୋଟର ତାଲିକା ଆଧାରରେ ଆଗାମୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ(ଇସି) ନିଜର ଓ୍ବେବସାଇଟରେ ଏହି ତାଲିକା ଅପଲୋଡ କରିଛନ୍ତି। ଚୂଡ଼ାନ୍ତ ତାଲିକାରେ ୭ କୋଟି ୪୧ ଲକ୍ଷ ୯୨ ହଜାର ୩୫୭ ମତଦାତାଙ୍କ ନାମ ରହିଛି। ଚୂଡ଼ାନ୍ତ ତାଲିକାରେ ପାଟନା ଜିଲାରେ ୧ ଲକ୍ଷ ୬୩ ହଜାର ମତଦାତା ବୃଦ୍ଧି […]

Read More Text.
Power station 1068x601

ଚେନ୍ନାଇ: ଉତ୍ତର ଚେନ୍ନାଇ ତାପଜ ଶକ୍ତି କେନ୍ଦ୍ର ନିର୍ମାଣସ୍ଥଳରେ ମଙ୍ଗଳବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ଏକ ଆର୍ଚ ଭୁଶୁଡ଼ିପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୩୦ ଫୁଟ ଉଚ୍ଚରୁ ଆର୍ଚ ଖସି  ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚେନ୍ନାଇ ଷ୍ଟାନଲୀ ସରକାରୀ ଡାକ୍ତରଖାନାରେ […]

Read More Text.
Pakistan blast

ପାକିସ୍ତାନ କ୍ବେଟା ସେନା ମୁଖ୍ୟାଳୟରେ ବିସ୍ଫୋରଣ, ୧୦ ମୃତ

ପାକିସ୍ତାନ : କ୍ୱେଟାରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ବଡ଼ ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟ ନିକଟରେ ବଡ଼ ବିସ୍ଫୋରଣ ହୋଇଛି । ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ଦେଖି ଅଧିକାରୀ ସହରରେ ଥିବା ସମସ୍ତ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିସ୍ଫୋରଣ ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି । […]

Read More Text.
Father daughter case

ଝିଅକୁ ମାରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ ବାପା

୧୭ବର୍ଷର ଝିଅ ପ୍ରେମରେ ପଡିଥିଲା । ଝିଅର ପ୍ରେମକୁ ସହି ପାରୁନଥିଲେ ବାପା । ସୈତାନ ସାଜିଲେ ବାପା । ଗୁଳି କରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ । ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହଁ ଦର୍ଶକବନ୍ଧୁ,୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ନେଇ ବାପା ବିରକ୍ତ ଥିଲେ । ଝିଅକୁ ଗୁଳି କରି ନଦୀରେ ଫିଙ୍ଗି ଦେଲେ ଆଉ ତା’ପରେ ପ୍ରମାଣ ନଷ୍ଟ କରିଦେଲେ । ୫ […]

Read More Text.
Indigo 1

ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସୂଚନା ଅନୁସାରେ ଇଣ୍ଡିଗୋ ବିମାନ ୬ ଇ ୭୬୨ରେ ପାଖାପାଖି ୨୦୦ ଲୋକ ଯାତ୍ରୀ ରହିଥିଲେ । ସୁରକ୍ଷା ଏଜେନ୍ସି ଯାଞ୍ଚ କରିବା ପରେ ଏହାର ସତ୍ୟତା ଜଣା ପଡିଥିଲା […]

Read More Text.
Islamic school

ନମାଜ ପାଠ ବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଅନେକ ଛାତ୍ର ଗୁରୁତର

ଇଣ୍ଡୋନେସିଆ: ନମାଜ ପଢୁଥିଲେ ଛାତ୍ର ଛାତ୍ରୀ । ହଠାତ ତାଙ୍କ ଉପରେ ପଡିଗଲା ସ୍କୁଲ କାନ୍ଥ । ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ଇଣ୍ଡୋନେସିଆର ଏକ ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରମାନଙ୍କ ଉପରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍କୁଲର ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା […]

Read More Text.