ପାକ୍ ମନ୍ତବ୍ୟକୁ ଭାରତର ଖଣ୍ଡନ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବ ସମ୍ପର୍କରେ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ନିନ୍ଦା କରିବା ସହ ଖଣ୍ଡନ କରିଛି। ବୁଧବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଅନ୍ୟକୁ ପରାମର୍ଶ ଦେବାକୁ ପାକିସ୍ତାନର କୌଣସି ନୈତିକତା ନାହିଁ। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ଦମନ କରିଆସୁଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବକୁ ପାକିସ୍ତାନ ବୈଦେଶିକ […]
Read More Text.