Sht

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୋଲଡି ଢିଲୋନଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ଏହା ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଗିରଫ ଅଭିଯୁକ୍ତ ବନ୍ଧୁ ମାନ […]

Read More Text.
V67gg6fs asim munir imran khan 625x300 28 november 25

ଇମ୍ରାନଙ୍କ ପୁରୁଣା ଲେଖା ପାଇଁ ଘଟଣା ନେଉଛି ଭିନ୍ନମୋଡ଼: ଜେଲ ପ୍ରଶାସନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟଜଗତର ଷ୍ଟାର ଥିବା ଇମ୍ରାନ ଖାନ ଗତ ଦୁଇ ବର୍ଷ ଧରି ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତଏକ ମାସ ହେବ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ପରିସ୍ଥିତିରେ ଭେଟିବାକୁ ଦିଆଯାଉ ନାହିଁ। ଏଭଳି ସମୟରେ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ପରଲୋକ ହୋଇଛି । ଏହି ଖବର ପାଇବା ପରେ ହଜାର […]

Read More Text.
Nitish 300x169

ନୀତୀଶଙ୍କ ଭେଟି, ୧୦ ଲକ୍ଷ ମହିଳାଙ୍କୁ ଦେଲେ ୧୦୦୦କୋଟି ଟଙ୍କା

ପାଟନା: ବିହାରରେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନେଇଛନ୍ତି ବଡ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ମାଧ୍ୟମରେ ପାଖାପାଖି ୧୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ୧୦ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏପର୍ଯ୍ୟନ୍ତ ୧ କୋଟି ୪୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରନ୍ତର ପ୍ରୟାସ ଜାରି […]

Read More Text.
China 1764248568244 1764248583971

ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରେଳ କର୍ମଚାରୀମାନେ ଧାରଣର ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ସମୟରେ ହଠାତ ଟ୍ରେନଟି ମାଡ଼ି ଆସିଥିଲା। କାର୍ଯ୍ୟରତ କର୍ମଚାରୀମାନେ ଚାହିଁକି ବି ଧାରଣାରୁ ହଟି ପାରି ନଥିଲେ। ଫଳରେ […]

Read More Text.
Sambit patra 2025 11 27 16 14 09

ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି

ନୂଆଦିଲ୍ଲୀ : ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ଭାରତ ବିରୁଦ୍ଧରେ ଏକ ବ୍ୟାଖାନ ସୃଷ୍ଟି କରିବା ପାଇଁ ଦେଶ ବାହାରର ବିଭିନ୍ନ ବ୍ୟକ୍ତିଙ୍କ ସହ ହାତ ମିଳାଇଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ‘ଲୋକେସନ’ ବ୍ୟବସ୍ଥାକୁ ଆଧାର କରି ଏହା ଜଣାପଡିଛି ଯେ ଅନେକ କଂଗ୍ରେସ ନେତା ଏବଂ ସଂଗଠନ ଆକାଉଣ୍ଟର ସ୍ଥାନ ବା ଲୋକେସନ ଭାରତରେ ନୁହେଁ, ବରଂ ବିଦେଶରେ ଅଛି। ତାଙ୍କ ଅନୁସାରେ, ପବନ […]

Read More Text.

ଘନେଇଲା ଇମ୍ରାନ ଖାଁ ମୃତ୍ୟୁ ରହସ୍ୟ, ଆଡ଼ିଆଲା ଜେଲ ଆଗରେ ହଙ୍ଗାମା

ଇସଲାମାବାଦ : ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ଇମ୍ରାନ ଖାଁ ମୃତ୍ୟୁ ଖବର । ଏହାକୁ ପାକିସ୍ତାନ(Pakiatan)ର ଆଡ଼ିଆଲା ଜେଲ ବାହାରେ ବହୁତ ହଙ୍ଗାମା ହୋଇଛି। ଆଜି ଖାଇବର ପଖତୁନଖ୍ୱା (କେପିକେ) ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ଆଡ଼ିଆଲା ଜେଲରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଜେଲ ବାହାରେ ଅଟକାଇଥିଲେ, ଯାହା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ସୋହେଲ ଆଫ୍ରିଦି ଜେଲ ସାମନାରେ ଧାରଣାରେ ବସିଯାଇଥିଲେ । ତାଙ୍କ […]

Read More Text.
ଭଭଭ

ହ୍ବାଇଟହାଉସ ଗୁଳିକାଣ୍ଡ ପଛରେ ପାକିସ୍ତାନ : ତାଲିବାନ

କାବୁଲ: ଆମେରିକାରେ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି । ଏବେ ଏହାର ଜବାବ ଦେଇଛି ତାଲିବାନ । ତାଲିବାନ ମୁଖପାତ୍ର ସୁହେଲ୍ ଶାହିନ୍ ଆକ୍ରମଣରେ ଆଇଏସଆଇ ଷଡ଼ଯନ୍ତ୍ର ସନ୍ଦେହ କରି କହିଛନ୍ତି ଯେ ଆଫଗାନିସ୍ତାନକୁ ଫସାଇବା ଓ ଆଫଗାନିସ୍ତାନର ପ୍ରତିଷ୍ଠାକୁ କଳଙ୍କିତ କରିବା ପାଇଁ ଏକ ପ୍ରୟାସ କରାଯାଉଛି। ସେ ଦାବି କରିଛନ୍ତି ଯେ ଏକ […]

Read More Text.
ଗଭ

ଏକାଧିକ ବିବାହ କଲେ ୧୦ ବର୍ଷ ଜେଲ୍

ଗୌହାଟୀ : ଆସାମ ବିଧାନସଭାରେ ଗୁରୁବାର (୨୭ ନଭେମ୍ବର, ୨୦୨୫) ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ ଏବଂ କିଛି ବ୍ୟତିକ୍ରମ ସହିତ, ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ପୀଡିତାଙ୍କୁ ୧.୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଅଛି। ବିଲ୍ ଅନୁସୂଚିତ ଜନଜାତି (ST) ବର୍ଗ ଏବଂ […]

Read More Text.
Apply for an aadhar card online

ଦୁଇ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ

ନୂଆଦିଲ୍ଲୀ : ଡାଟା କ୍ଲିନିଙ୍ଗ ପ୍ରକ୍ରିୟା କ୍ରମରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୨କୋଟିରୁ ଅଧିକ ଆଧାର ନମ୍ବରକୁ ଅଚଳ କରିଛନ୍ତି। ଅଚଳ ହୋଇଥିବା ଆଧାର ନମ୍ବର ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇସାରିଛି ବୋଲି ବୁଧବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଧାର ଡାଟାବେସ୍‌କୁ ସୁରକ୍ଷିତ ଓ ଏହାର ଦୁରୁପଯୋଗକୁ ରୋକିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ, ରାଜ୍ୟ ସରକାର, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ମୃତ୍ୟୁ ପଞ୍ଜୀକରଣ […]

Read More Text.
Games 696x407

ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଗ୍ଲାସ୍‌ଗୋରେ ବୁଧବାର ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧି ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦ ବର୍ଷ ପରେ ଏହି କ୍ରୀଡ଼ା […]

Read More Text.