ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ
ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ସମୟରେ ଶ୍ରମିକ ଆଖପାଖ ଅଞ୍ଚଳରେ ସଫେଇ କାମ କରୁଥିଲେ । ଏହି ସମୟରେ ଗରମ କୋଇଲା ଯୋଗୁଁ ଜଳିଯାଇଥିଲେ । ବିସ୍ଫୋରଣରେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହପସିଟାଲରେ […]
Read More Text.