ବନ୍ଦର ନିର୍ମାଣ କରିବାକୁ ଆମେରିକାକୁ ପାକିସ୍ତାନର ପ୍ରସ୍ତାବ, ପ୍ରକଳ୍ପରେ ଖର୍ଚ୍ଚ ହେବ ୧.୨ ବିଲିୟନ ଡଲାର !
ପାକିସ୍ତାନ : ପାକିସ୍ତାନର ନୂଆ ପ୍ଲାନ । ବେଲୁଚିସ୍ତାନରେ ବନ୍ଦର ନିର୍ମାଣ କରିବାକୁ ଆମେରିକାକୁ ପ୍ରସ୍ତାବ ଦେଇଛି ପାକିସ୍ତାନ । ଗ୍ବାଦର ଜିଲ୍ଲା ପାସ୍ନି ସହରର ଆରବସାଗର କୂଳରେ ବନ୍ଦର ନିର୍ମାଣ କରିବା ସହ ଏହାକୁ ଚଲାଇବାକୁ ଆନୁଷ୍ଠାନିକ ଭାବେ ଆମେରିକାକୁ ପ୍ରସ୍ତାବ ଦେଇଛି । ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧.୨ ବିଲିୟନ ଡଲାର ହୋଇପାରେ । ଏହି ବନ୍ଦର କେବଳ ବ୍ୟବସାୟ ଓ ଖଣିଜ ସମ୍ପଦ ନେବା ଆଣିବା ପାଇଁ ନିର୍ମାଣ ହେବ । କୌଣସି ସେନା […]
Read More Text.