ଭାରତ ଆସିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ ବଜାୟ ରଖିବା ପାଇଁ ଏକାଠି କାମ କରୁଛନ୍ତି । ସୂଚନାନୁଯାୟୀ, ପୁଟିନଙ୍କୁ ସୁରକ୍ଷା ଦେବା ପାଇଁ ରୁଷର ସ୍ୱତନ୍ତ୍ର ସୁରକ୍ଷା ଟିମ୍ କିଛି ଦିନ ପୂର୍ବରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ସୁରକ୍ଷା ପାଇଁ […]
Read More Text.