Trump 2

ସିରିଆରେ ISIS ଉପରେ ଆମେରିକାର ଆକ୍ରମଣ

ଆମେରିକା : ସିରିଆରେ ବର୍ଷିଲା ନିଆଁ, ଥରିଲା ISIS । ସିରିଆରେ ISIS ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ଧ୍ବଂସ ହୋଇଛି ୭୦ରୁ ଅଧିକ ISIS ଆଡ୍ଡା । ଗତକାଲି ରାତିରେ ସିରିଆର ISIS ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ କରିଛି ଆମେରିକା । ‘ଅପରେସନ ହକ ଆଇ ଷ୍ଟ୍ରାଇକ’-Operation Hawkeye Strike ଜରିଆରେ ପ୍ରାୟ ୭୦ରୁ ଅଧିକ ISIS ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା । ସୂଚନାନୁଯାୟୀ, ପାଲମାଇରା, ରାକ୍କା […]

Read More Text.
Maoist e1766157354798 300x101

ପୁଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି। ତା’ର ନାଁ ଫଗୁନ ମାଡଭି। ଫଗୁନ ନାମରେ ଛତିଶଗଡ଼ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଇନ୍ଦ୍ରାବଦୀ ଜଙ୍ଗଲରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ପୁଲିସ ଏବଂ ଯବାନଙ୍କ ମିଳିତ ଟିମ ଜଙ୍ଗଲରେ କୋମ୍ବିଂ ଅପରେସନ କରିଥିଲେ। ଏହି […]

Read More Text.

ରୋଚକ ଦୃଶ୍ୟ: ଏକାଠି ବସି ଚା ପିଇଲେ ମୋଦୀ, ପ୍ରିୟଙ୍କା, ସୁପ୍ରିୟା-ଧର୍ମେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଚା ପିଉଥିବା ଏକ ଭିନ୍ନ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ସଂସଦର କାର୍ଯ୍ୟକାରିତା ଏବଂ ଅଧିବେଶନର କାର୍ଯ୍ୟଧାରା ସମ୍ପର୍କରେ […]

Read More Text.

ଇଡ଼ି ରେଡ୍: ଟ୍ରାଭେଲ ଏଜେଣ୍ଟଠାରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା, ୬ କେଜି ସୁନା ଜବତ

ନୂଆଦିଲ୍ଲୀ : ଇଡିକୁ ବଡ଼ ସଫଳତା । ଦିଲ୍ଲୀର ଟ୍ରାଭେଲ ଏଜେଣ୍ଟ ଠାରୁ ଜବତ ହେଲା ନଗଦ ୪ କୋଟି ୬୨ ଲକ୍ଷ ଟଙ୍କା । ଡଙ୍କି ରୁଟ୍ ଦ୍ବାରା ବେଆଇନ ଟଙ୍କା ଓ ସୁନା ତସ୍କରୀର ଯାଞ୍ଚ ବେଳେ ଇଡିକୁ ଏହି ସଫଳତା ମିଳିଛି । ନଗଦ ଟଙ୍କା ସହ ୩୧୩ କେଜି ରୂପା ଓ ୬ କେଜି ସୁନା ଜବତ କରାଯାଇଛି । ଏଥିସହ ବେଆଇନ କାରବାର ସଂପର୍କରେ ବହୁ ତଥ୍ୟ ବି ଇଡିର ହସ୍ତଗତ […]

Read More Text.

ପ୍ରବଳ ବର୍ଷାରେ ବୁଡିଗଲା UAE, ରାସ୍ତା ଜଳମଗ୍ନ, ବିମାନ ଚଳାଚଳ ବାଧାପ୍ରାପ୍ତ

ଦୁବାଇ : ମରୁଭୂମିରେ ବନ୍ୟା । ବନ୍ଯାରେ ବୁଡିଗଲା UAE । ଆଜି ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟ ଜଳମଗ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏମିତିକି ଲୋକମାନଙ୍କୁ ଘରୁ ନବାହାରିବାକୁ ମଧ୍ଯ ପରାମର୍ଶ ଦିଆଯାଇଛି । ମଧ୍ୟ ପ୍ରାଚ୍ଯ ଅଞ୍ଚଳରେ ଅପେକ୍ଷାକୃତ କମ ବର୍ଷା ଦେଖିବାକୁ ମିଳେ କିନ୍ତୁ […]

Read More Text.

ସରିଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ । […]

Read More Text.

ପାଣି ଟାଙ୍କି ଭୁଶୁଡ଼ି, ୩ ଶ୍ରମିକ ମୃତ, ଅନେକ ଗୁରୁତର

ନାଗପୁର : ମହାରାଷ୍ଟ୍ର ନାଗପୁରରେ ବୁଟିବୋରି ଏମଆଇଡିସିରେ ଅୱାଡା କମ୍ପାନୀରେ ପାଣିଟାଙ୍କି ଭୁଶୁଡିବାରୁ ଅଘଟଣ । ଏଥିରେ ୩ ଜଣ ଶ୍ରମକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଅୱାଡା କମ୍ପାନୀରେ ସୋଲାର ପ୍ୟାନେଲ ନିର୍ମାଣ କାମ ଚାଲୁ ରହିଥିବା ସମୟରେ ଏହି ଅଘଟଣ ଘଟିଥିଲା । ଘଟଣାରେ ୧୧ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ଅଗ୍ନିଶମ ଟିମ୍ […]

Read More Text.

ରଣକ୍ଷେତ୍ର ପାଲଟିଛି ବାଂଲାଦେଶ: ଜଣେ ମୃତ, ୪ ଆହତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ଢାକା : ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ବାଂଲାଦେଶରେ ପୁଣି ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ବାଂଲାଦେଶରେ ଶରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଉପୁଜିଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାମ୍ବାଦିକକୁ ଗୁଳି କରି ହତ୍ୟା କରାଯାଇଛି । ବାଂଲାଦେଶ ହିଂସାକୁ ନେଇ ଭାରତୀୟ ହାଇକମିଶନ ଏକ ନୋଟିସ […]

Read More Text.

ସାଉଦି ଆରବରୁ ତଡ଼ା ଖାଇଲେ ୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀ

ସାଉଦି ଆରବ : ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ସାଉଦି ଆରବ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବେ ପାକିସ୍ତାନରୁ ଅଧିକାଂଶ ଭିକାରୀ ସେଠାକୁ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ସାଉଦି ଆରବ ପକ୍ଷରୁ ୫୬ ହଜାର ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରିଛି । ସାଉଦି ଆରବରେ ମକ୍କା ଓ ମଦିନା ଭଳି ଇସଲାମ ଧର୍ମର ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳ ରହିଛି । ହଜ୍ ସମେତ ବର୍ଷ ତମାମ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଲକ୍ଷାଧିକ ମୁସଲମାନ […]

Read More Text.

ଘନ କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ବାଧାପ୍ରାପ୍ତ, ବିମାନ ଚଳାଚଳ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ଥିବା ଆଶଙ୍କା ରହିଛି । ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାରଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । […]

Read More Text.