ପାକିସ୍ତାନୀ ପାରାମିଲିଟାରୀ ଯବାନଙ୍କ ଗାଡ଼ି ଉପରେ ଟିଟିପିର ଆକ୍ରମଣ, ୧୧ ମୃତ
ପାକିସ୍ତାନ : ପାକିସ୍ତାନରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ଆକ୍ରମଣ । ଆଫଗାନିସ୍ତାନ ସୀମାରେ ଆମ୍ବୁସ୍ । ପାକିସ୍ତାନ ପାରାମିଲିଟାରୀ ଯବାନଙ୍କ ଗାଡ଼ି ଉପରେ ଭୟଙ୍କର ଆକ୍ରମଣ । ଏଥିରେ ୯ ଜଣ ପାରାମିଲିଟାରୀ ଯବାନ ଏବଂ ଦୁଇ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନୀ ତାଲିବାନ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ବୋମା ବିସ୍ଫୋରଣ ପାରାମିଲିଟାରୀ ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ପାକିସ୍ତାନ କୁରମ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି । […]
Read More Text.