Untitled 2025 10 15 19 56 07

ବିଷ ଇଞ୍ଜେକ୍ସନ ଦେଇ ପତ୍ନୀହନ୍ତା ସାଜିଲା ସ୍ବାମୀ

ବେଙ୍ଗାଲୁରୁ: ଡାକ୍ତରଙ୍କୁ ଲୋକ ଦ୍ବିତୀୟ ଈଶ୍ବର ବୋଲି ମାନନ୍ତି। ହେଲେ ବେଳେ ବେଳେ ସେହି ଡାକ୍ତରମାନେ ସୈତାନ ପାଲଟି ଯାଆନ୍ତି। ନିଜର ସ୍ବାର୍ଥ ପାଇଁ କାହାର ଜୀବନ ନେବାକୁ ବି ପଛାନ୍ତି ନାହିଁ। ଏହାଠାରୁ ଅଧିକ ଦୁଃଖଦ କଥା ଆଉ କ’ଣ ହୋଇପାରେ? ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ ଧରାପଡ଼ିଛି। ବେଙ୍ଗାଲୁରୁ ପୁଲିସ୍‌ ଜଣେ ଡାକ୍ତରଙ୍କୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଡାକ୍ତର ମହେନ୍ଦ୍ର ରେଡ୍ଡି ତାଙ୍କ […]

Read More Text.
Law theme gavel mallet judge 600nw 2482775329

ମୃତ୍ୟୁ ଦଣ୍ଡ ଲାଗି ଫାଶୀ ବଦଳରେ ଘାତକ ଇଞ୍ଜେକସନ୍ ବ୍ୟବହାର କରାଯାଇପାରିବ ନାହିଁ କାହିଁକି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡାଦେଶ ହୋଇଥିବା କଏଦୀଙ୍କ ପାଇଁ ମୃତ୍ୟୁଦଣ୍ଡର ପଦ୍ଧତି ଭାବରେ ଘାତକ ଇଞ୍ଜେକ୍ସନ ବ୍ୟବହାର କରିବାକୁ ସରକାରଙ୍କ ବିରୋଧ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି ଯେ, ସରକାର ସମୟ ସହିତ ଖାପ ଖୁଆଇବାକୁ ଇଚ୍ଛୁକ ନୁହନ୍ତି। ମୃତ୍ୟୁଦଣ୍ଡକୁ ଘାତକ ଇଞ୍ଜେକ୍ସନ କିମ୍ବା ଅନ୍ୟାନ୍ୟ ପଦ୍ଧତିରେ ବଦଳାଇବା ପାଇଁ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି ସମୟରେ ଏହି ମାମଲା ଉଠିଥିଲା। କୋର୍ଟ ସରକାରଙ୍କୁ ପଚାରିଥିଲେ ଯେ, ସରକାର ଏହି ବିକଳ୍ପ କାହିଁକି ପ୍ରଦାନ କରିପାରିବେ […]

Read More Text.
Crime against women2 647 770x4 0

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ […]

Read More Text.
Whatsapp image 2025 10 14 at 12.37.41 pm

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍‍ ରିକ୍ରିଏସନ୍‍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍ କରୁଛି ପୁଲିସ ଟିମ୍‍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଗଣଦୁଷ୍କର୍ମ ମାମଲାରେ […]

Read More Text.

ବିଜେପିରେ ସାମିଲ ହେଲେ ମୈଥିଲି ଠାକୁର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ନୂଆ ଚେହେରା ସାମିଲ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଙ୍ଗଳବାର କଣ୍ଠଶିଳ୍ପୀ ତଥା ଲୋକଗାୟିକା ମୈଥିଲି ଠାକୁର ପଦ୍ମ ଧରିଛନ୍ତି। ଦଳରେ ଯୋଗଦେବା ପରେ ତାଙ୍କୁ ଦରଭଙ୍ଗାର ଅଲିନଗର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଅଲିନଗର ଆସନରେ ବର୍ତ୍ତମାନ ମିଶ୍ରୀଲାଲ ଯାଦବ ବିଧାୟକ ଅଛନ୍ତି। ତାଙ୍କ ଟିକେଟ କଟିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଆସନରେ ଦଳ ଲୋକପ୍ରିୟ ଏବଂ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ […]

Read More Text.
Rajasthan

ଜୈସଲମୈରରେ ବସରେ ଲାଗିଲା ନିଆଁ, ୧୦ରୁ ଅଧିକ ଯାତ୍ରୀ ମୃତ

ରାଜସ୍ଥାନ : ରାଜସ୍ଥାନ ଜୈସଲମୈରରେ ବଡ଼ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଖବର ମୁତାବକ, ବସଟି ଜୈସଲମୈରରୁ ଯୋଧପୁର ଯାଉଥିଲା । ହଠାତ୍ ବସରେ ନିଆଁ ଲାଗିବା ଯୋଗୁଁ ବସଟି ରାସ୍ତା ମଝିରେ ଜଳି ଉଠିଥିଲା । ଦୁର୍ଘଟଣା ଥଇୟାତ ଗାଁ ଘଟିଛି । […]

Read More Text.
Bjp 5

ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୭୧ ଜଣଙ୍କ ନାଁ ଘୋଷଣା କଲା ଦଳ

ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ପାଟନା ସାହିବରୁ ରତ୍ନେଶ କୁଶୱାହାଙ୍କୁ ସୁଯୋଗ ମିଳିଛି । ନନ୍ଦ କିଶୋର ଯାଦବ ବ୍ୟତୀତ […]

Read More Text.
Trump 1 1

ଶାନ୍ତ ପଡ଼ିଲା ଗାଜା, ଶାନ୍ତି ସମ୍ମିଳନୀକୁ ସମ୍ବୋଧନ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଶେଷରେ ଶାନ୍ତ ପଡ଼ିଲା ଗାଜା । ଆମେରିକାର ହସ୍ତକ୍ଷେପ ପରେ ଶାନ୍ତି ପ୍ରତିଷ୍ଠାର ବାଟ ଫିଟିଛି । ଏ ଅବସରରେ ଗାଜା ଶାନ୍ତି ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଏହା ମଧ୍ୟ-ପ୍ରାଚ୍ୟ ବାହାରେ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଶାନ୍ତି ପ୍ରତିଷ୍ଠାକୁ ଗାଜାବାସୀଙ୍କୁ ସମର୍ଥନ କରିବା ନିହାତି ଆବଶ୍ୟକ । ଅତୀତରେ ହୋଇଥିବା ରକ୍ତପାତ, ଘୃଣା କିମ୍ବା ଆତଙ୍କବାଦ ସହିତ ଜଡିତ ସମସ୍ତ ଜିନିଷକୁ ଭୁଲି ସମସ୍ତେ ଆଗକୁ […]

Read More Text.
Firing

LOCରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ

ଜମ୍ମୁ-କାଶ୍ମୀର: LOCରେ ଫାୟାରିଂ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅନୁପ୍ରବେଶକୁ ରୋକିବକୁ ଜମ୍ମୁ ଏବଂ କାଶ୍ମୀରର କୁପୱାଡା ସେକ୍ଟରରେ ଗୁଳି ବିନିମୟ । ଗତକାଲି ସନ୍ଧ୍ୟା ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା । ମାଚିଲ ଏବଂ ଦୁଦନିଆଲ ଅଞ୍ଚଳରେ ସନ୍ଦେହ ଜନକ ଗତିବିଧିକୁ ଦେଖି ଫାୟାରିଂ ଆରମ୍ଭ କରିଥିଲା ସେନା । ଅନ୍ଧାରରେ ଲୁଚି ରହିଥିବା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଗୁଳିଚାଳନା କରିଥିଲା ସେନା । କିନ୍ତୁ ସେନା ଉପରୁ […]

Read More Text.
Picture credit npr

କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO

ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ ଏଥିଲିନ୍ ଗ୍ଲାଇକୋଲ୍ ଅଧିକ ମାତ୍ରାରେ ବ୍ୟବହୃତ ନେଇ ସତର୍କ କରିଛି WHO । ଯାହା ମଣିଷ ଶରୀରରେ ଗୁରୁତର ପ୍ରଭାବ ପକାଇଥାଏ । ଏହିସବୁ ସିରପ ଗୁଡ଼ିକ ଭାରତରୁ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO । କୋଲ୍ଡରିଫ୍ ସିରପ […]

Read More Text.