ପଂଚମୁଖୀ ହନୁମାନ ମନ୍ଦିର ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବଗଦାକାଶୀପୁର ଗ୍ରାମର ପଂଚମୁଖୀ ହନୁମାନ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଲଷ୍ମୀନାରାୟଣ ପୁଷ୍କରିଣୀରୁ ଘଟୋତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ମୁଖ୍ୟପୂଜକ ପୂଜକ ଶାନ୍ତନୁ ପଣ୍ଡାଙ୍କ ସମେତ ସହଯୋଗୀଙ୍କ ତତ୍ୱାବଧାନରେ ଅଙ୍କୋରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ସୁନ୍ଦରାକାଣ୍ଡ, ଗୀତାଯଂଜ୍ଞ, ଯଂଜ୍ଞ ସମେତ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା କାର୍ଯ୍ୟ […]

Read More Text.

ମା’କନକ ଦୁର୍ଗାଙ୍କ ନବମୀ ପୂଜା

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ଗ୍ରାମର ମା’ କନକ ଦୁର୍ଗାଙ୍କ ପୀଠରେ ଶ୍ରଦ୍ଧା ଓ ଭକ୍ତିର ସହ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ହରିହାଟ ପୋଖରୀରୁ ଘଟୋତ୍ତଳନ କରି ବାଜା ବାଣ ରୋଷଣୀରେ ଗ୍ରାମ ପରିକ୍ରମା ପରେ ପୀଠରେ ସ୍ଥାପନ କରାଯିବା ସହ ନବମୀ ପୂଜା କରାଯାଇଥିଲା । ଏହି ପୂଜା ଷଷ୍ଠି ଠାରୁ ଆରମ୍ଭ ହୋଇ ୪ଦିନ ଧରି ଚାଲିଥିଲା । ଗୋ ପୂଜା, ସୂର୍ଯ୍ୟପୂଜା, ଷୋଡଶଉପଚାର ପୂଜା,ଚଣ୍ଡୀ ପାଠ, ମା’ଙ୍କ […]

Read More Text.

ଟିଲୋ ଠାରେ ଶ୍ରୀରାମ ନବମୀ ପାଳିତ

ଆଗରପଡ଼ା :ବନ୍ତ ବ୍ଲକ ଟିଲୋସ୍ଥିତ ରାମ ନବମୀ ମଣ୍ଡପ ଠାରେ ୪୯ତମ ଶ୍ରୀରାମ ନବମୀ ଶ୍ରଦ୍ଧା ଭକ୍ତିର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ କଳସ ଶୋଭାଯାତ୍ରାରେ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ଭାସ୍କର ଚନ୍ଦ୍ର ଶତପଥୀ ଙ୍କସହ ସହଯୋଗୀ ଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତିକୁ ଷୋଡ଼ଶ ଉପଚାରରେ ପୂଜା ର୍ଚ୍ଚନା ସହ ଉକ୍ତ ସ୍ଥାନରେ ଶ୍ରୀରାମ ଚରିତ ମାନସ, ସହସ୍ରନାମ ପାଠ ସହ […]

Read More Text.

ଗଣିଜାଙ୍ଗରେ ରାମନବମୀ ପୂଜା

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ କାଳୀପଡିଆରେ ରାମନବମୀ ପୂଜା ଧୁମ ଧାମରେ ପାଳିତ ହେଉଅଛି । ୩ ତାରିଖରୁ ଆରମ୍ଭ ହୋଇଥିବା ପୂଜା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ରାମନବମୀ ପୂଜା ପାଇଁ ଭଦ୍ରକ ଜିଲ୍ଲା ଉତ୍ସବ ମୁଖରିତ ଥିବା ବେଳେ ଗଣିଜାଙ୍ଗରେ ମଧ୍ୟ ବଜାର ଓ ଗ୍ରାମ ସବୁ ଗେରୁଆମୟ ହୋଇପଡିଛି । ଶିଳ୍ପୀଙ୍କ ଦ୍ୱାରା ରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ପୂର୍ବକ ପୂଜା ପାଉଛି ମଣ୍ଡପରେ । ପ୍ରାରମ୍ଭରେ ୧୦୮ ଗୋଟି […]

Read More Text.

ଓଡ଼ିଆପକ୍ଷ ପାଳନ, ଦୌଡ଼ିଲା ଆଗରପଡ଼ା

ଆଗରପଡ଼ା :ଓଡ଼ିଆ ପକ୍ଷ ପାଳନ ଅବସରରେ ଆଗରପଡ଼ାରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡ.ହରେକୃଷ୍ଣ ମହତାବଙ୍କ ରାଜପ୍ରାସାଦରୁ ଏହି ଗଣଦୌଡ଼ ଆରମ୍ଭ ହୋଇ କଲେଜଛକସ୍ଥିତ ଡ. ମହତାବଙ୍କ ପ୍ରତିମୂର୍ତ୍ତୀ ନିକଟରେ ଶେଷ ହୋଇଥିଲା । ପରେ ବହୁ ବ୍ୟକ୍ତି ଡ.ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ବିଡିଓ ନିଶିକାନ୍ତ ଖୁଣ୍ଟିଆ,ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି, କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ,ସରପଂଚ ପ୍ରକାଶ […]

Read More Text.

ଶ୍ରୀରାମ ନବମୀ ସମିତି ପକ୍ଷରୁ ଶୋଭାଯାତ୍ରା

ଆଗରପଡ଼ା :ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ଆଗରପଡ଼ା ବଜାର ସହ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଜୟ ଶ୍ରୀରାମ ଧୂନୀରେ ସମଗ୍ର ଅଂଚଳ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା । ରାମ, ସୀତା, ହନୁମାନଙ୍କ ବଡ଼ବଡ଼ ପ୍ରତିମୂର୍ତ୍ତୀ ସହ ଧର୍ମ ପତାକା, ଭକ୍ତମାନଙ୍କ ପୋଷାକ ପରିଧାନ ଚାରିଆଡ଼େ ଗେରୁଆମୟ ଦୃଶ୍ୟ ଝଟକୁଥିଲା । ରାଜ୍ୟ ବାହାରରୁ ଆସିଥିବା ଡିଜେ ଗୁଡ଼ିକରୁ ନିସୃତ ଶ୍ରୀରାମଙ୍କ ସଂପର୍କୀତ ସଙ୍ଗୀତର ତାଳେତାଳେ ଶ୍ରଦ୍ଧାଳୁମାନେ […]

Read More Text.

ମାର୍ଚ୍ଚ ୭ରୁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା

୩ଦିନ ଧରି ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ 2003 ମସିହାରୁ ବାରିପଦାର ବୁଢା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ 9 ବର୍ଷ ଧରି ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର […]

Read More Text.

ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ

ମାକୀଚକେଶ୍ବରୀ ନବ ବିଗ୍ରହ ଏବଂ ୫ ଦିବସୀୟ ଦିବସୀୟ ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ଣାହୁତି ମହାସମାରୋହରେ  ଅନୁଷ୍ଠିତ ବାରିପଦା – କର୍ପୁର ଗୌରଂ କରୁଣାଵତାରଂ ସଂସାର ସାରଂ ଭୂଜଗେନ୍ଦ୍ର ହାରଂ ସଦା ଵସନ୍ତଂ ହୃଦୟାରଵିନ୍ଦେ ଭଵଂ ଭବାନୀ ସହିତଂ ନମାମି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ଗଢ ଗ୍ରାମରେ ବହୁ ପୁରାତନ ରାଜା ରୁଜୁଡା ଅମଳର ୩୦୦ ବର୍ଷରୁ ଉର୍ଦ୍ଧ୍ବ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ପୁନଃ ନିର୍ମାଣ ଏବଂ […]

Read More Text.