ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ
ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦେବେନ୍ଦ୍ର ପଲେଇଙ୍କ ସଭାପରିଚାଳନାରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼. ନାରାୟଣ ସେନାପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାରାୟଣ ବୋଇତେଇ,ସମ୍ମାନିତ ଅତିଥି ଭାବେ ସଂପାଦକ ଅଭିମନ୍ୟୁ ଗିରି,ସମ୍ପାଦିକା ପୁଷ୍ପଲତା ଗିରି, ଏବିଇଓ ହରେକୃଷ୍ଣ ଆପଟ, ନିରଂଜନ ଖିଲାର, ସିଆରସିସି ପ୍ରଦୀପ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମାନସ ସେଠୀ ବାର୍ଷିକ […]
Read More Text.