୨୪ ଲକ୍ଷ ଟଙ୍କା ଜାଲିଆତି କରି ଗିରଫ ହେଲେ ହୋଟେଲ ମ୍ୟାନେଜର
ଭୁବନେଶ୍ୱର: ହୋଟେଲର ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ପୋଲିସ ଏକ ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସ ପଶ୍ଚିମବଙ୍ଗର ନିଶ୍ଚିନ୍ଦା ଥାନା ସୀମା ଅନ୍ତର୍ଗତ ପଶ୍ଚିମ ସାପୁଇପାରା ନିକଟସ୍ଥ ଅଗ୍ରଦୂତ କ୍ଲବର ଅୟନ ସେନ୍ (୪୧) ଭାବେ ଚିହ୍ନଟ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଅୟନ ସେନ୍ ନଭେମ୍ବର ୧୫, ୨୦୨୩ ଠାରୁ ହୋଟେଲ […]
Read More Text.