ହତ୍ୟା ପରେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଦେଇଗଲେ ଦୁର୍ବୃତ୍ତ

ମୋହନା : କୋହ ସମ୍ଭାଳି ହେଉନି କି ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଧର୍ଯ୍ୟହରା ପରିବାର ଲୋକେ । ତୁହାକୁ ତୁହା ଚେତାବୁଡି ଯାଉଛି ମହିଳାମାନଙ୍କର । ଏପଟେ ରାସ୍ତାଟା ସାରା ଜମିଛି ଭିଡ । ଏଡେ ବଡ ଭେଣ୍ଡିଆ ପୁଅକୁ କିଏ ଏମିତି ବିଭତ୍ସ ଭାବେ ମାରି ଶୁଆଇ ଦେଲା? ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ । ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା […]

Read More Text.

ମୃତ୍ୟୁ ପରେ ବି ଅମର କୁନି ପୁଅ ଜନ୍ମେଶ

ଭୁବନେଶ୍ଵର: ଛୋଟିଆ ଜୀବନ ଦେଇଗଲା ମହାନତାର ଉଦାହରଣ । ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ । କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା । ଶିଶୁଟି ମାତ୍ର ଏକ ବର୍ଷର ହୋଇଥିବା ବେଳେ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ […]

Read More Text.

ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର :  ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ । କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇ ରାସ୍ତା ଦେଖାଇବ ଓଡିଶା । ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ […]

Read More Text.

ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।  ମୁଖ୍ୟମନ୍ତ୍ରୀଙ୍କ OSD ହୋଇଛନ୍ତି କୌଶିକ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ  କେନ୍ଦୁଝର ଏଡିଏମ ଥିବା  ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ […]

Read More Text.

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା, କୁତ୍ସାରଟନାକୁ ନେଇ ଗଣମାଧ୍ୟମ ବିରୋଧରେ କଲେ ମାମଲା

କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା । ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ବିରୋଧରେ କଲେ ମାମଲା । ମୀରାଙ୍କୁ ନେଇ ଚାଲିଥିବା କୁତ୍ସାରଟନାକୁ ନେଇ ଏହି ମାମଲା ହୋଇଛି । ଏ ସବୁ ତୁରନ୍ତ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ମୀରା । ଜଣେ କ୍ୟାନ୍ସର ପୀଡ଼ିତ ଅଶୋକ ଚମ୍ପତ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି ମୀରା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ତାଙ୍କର ଚରିତ୍ର ସଂହାର କରିଛି ବୋଲି ମୀର ଅଭିଯୋଗ […]

Read More Text.

ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ

କେନ୍ଦୁଝର : କପି ପାଇଁ ବାଡାବାଡ଼ି ।  ଦୁଇ ଗୋଷ୍ଠୀ ମୁହାଁମୁହିଁ  ।  ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ ।  ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ । ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଙ୍କୁ କପି ଦେବାକୁ କେନ୍ଦ୍ରକରି ଘଷିପୁରା ଥାନା ବରିପାଳ ଓ […]

Read More Text.

ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଓ ବିଶାଲ, ହାଜର ହେବାକୁ କ୍ରାଇମବ୍ରାଞ୍ଚକୁ ମାଗିଲେ ମହଲତ

ଭୁବନେଶ୍ୱର  : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ ଓ ବିଶାଲ ଦାସ ।  ପରିବାରର କିଛି ଜରୁରୀ କାର୍ଯ୍ୟ ଥିବାରୁ ଆଜି ହାଜର ହେବେ ନାହିଁ ।  କେବେ ହାଜର ହେବେ ସେ ନେଇ ଜଣାଇବେ ବୋଲି ବିଶାଲ ସୂଚନା ଦେଇଛନ୍ତି ।  ଦୀପାଳି ଦାସ ମଧ୍ୟ ମହଲତ ଲୋଡ଼ିଛନ୍ତି । ବ୍ୟକ୍ତିଗତ କାରଣରୁ ଆଜି ଆସି ପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି ଦୀପାଳି […]

Read More Text.

ରାଜ୍ୟରେ ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ

ଭୁବନେଶ୍ଵର: ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଆଲୋଚନ ସରିଛି । ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନା ଅନୁସାରେ, ମାର୍ଚ୍ଚ […]

Read More Text.

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି ।  ବହୁ କଷ୍ଟରେ ମାଛଟିକୁ ଦୀଘା ମତ୍ସ୍ଯ ଅବତରଣ କେନ୍ଦ୍ରକୁ ଆଣିବା ପରେ ସେଠାରେ ଆନୁମାନିକ ଏକ ଲକ୍ଷ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି ।  ବିଶାଳକାୟ ମାଛକୁ […]

Read More Text.

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି । ଘଟଣାଟି ହେଉଛି ଘର ମାଲିକଙ୍କ ଝିଅ, ଜ୍ୱାଇଁଙ୍କ ସହ ଜିମ୍ ମାଲିକଙ୍କ ବିବାଦ । ଯାହା ଏବେ ସୀମା ଲଙ୍ଘିଛି । ଅଭିଯୋଗ ଅନୁଯାୟୀ କୁଆଡେ ପ୍ରଥମେ ଜିମରେ […]

Read More Text.