ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଚଳାଚଳ ବାଧାପ୍ରାପ୍ତ ଓ ଲୋକେ ଭୟଭୀତ
ଆଗରପଡ଼ା :ରାଜ୍ୟ ରାଜପଥରେ ଗଜରାଜ୍,ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୋଲିସ । ଭଦ୍ରକ ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଦେଇ ଭଦ୍ରକ ପଟୁକୁ ଯାଉଛି ହାତୀଟି,ରାସ୍ତା ମଝିରେ ହାତୀ ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ଗୋଠଛଡ଼ା ଦନ୍ତା ହାତୀଟି କପିଳାସ ଜଙ୍ଗଲରୁ ଆସି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବେଶ କରିଥିବା ବେଳେ ରାତ୍ରୀରୁ ହାଟଡିହି ବ୍ଲକ ସଢ଼ା ଓ ପରେ ବନ୍ତ ବ୍ଲକ […]
Read More Text.