ନବ ଦାସ ହତ୍ୟା ମାମଲା, କ୍ରାଇମ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ର ଅନୁଧ୍ୟାନ
ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ ଅନୁଧ୍ୟାନ ଆରମ୍ଭ କରିଛି । ବ୍ରଜରାଜନଗର ଗାନ୍ଧୀ ଛକରେ କ୍ରାଇମ ସ୍ପଟ୍ ଦେଖି ତଦନ୍ତ କରିଛି ଟିମ୍ । ସେପଟେ ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍ବ୍ରାଞ୍ଚର ୨ ଜଣିଆ ଦଳ। […]
Read More Text.