କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକ ନଗର ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗଲେ ନିଲମ୍ବିତ ବିଧାୟକ। ପ୍ରତିବାଦ ରାଲିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ରମେଶ ଜେନାଙ୍କ […]

Read More Text.

ସାହି ଯାତ ପାଇଁ ଚଳଞ୍ଚଚଳ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି

ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ । କଳାକାରମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୬ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, […]

Read More Text.

ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟ ଏକ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। […]

Read More Text.

ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ର ଫଳ ପ୍ରକାଶ ପାଇବ । ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟ ଖାତା ଏପ୍ରିଲ ୨ରୁ ୧୪ ଯାଏଁ ଦେଖା ହେବ । ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ହେବ ବୋଲି ଜଣାପଡ଼ିଛି । […]

Read More Text.

ସମ୍ବଲପୁର ମଣପୁରମ୍‌ ଫାଇନାନ୍ସ ଡକାୟତି ଘଟଣା, କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ସୁବୋଧ ସିଂହ

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟର ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଜେଲରେ ଥିଲା ମାଷ୍ଟରମାଇଣ୍ଡ ସୁବୋଧ ସିଂହ । ଆଜି ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟରେ ସୁବୋଧକୁ ହାଜର କରା‌ଯିବ । ଏଥିସହ ସୁବୋଧକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ […]

Read More Text.

ପୁଣି ବଢିଲା ତାତି : ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ, ୪୦ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର : ପୁଣି ବଢିଲା ତାତି,୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର।ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଂଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ […]

Read More Text.

କାମୁକ ପିଉସାର ଜଘନ୍ୟ କାଣ୍ଡ, ନାବାଳିକା ଝିଆରୀ କୁ କଲା ଗର୍ଭବତୀ

ବାରିପଦା – ସମ୍ପର୍କ ଭିତରେ ଖରାପ ସମ୍ପର୍କ l କାମନା ବାସନାରେ ଅନ୍ଧ ହୋଇ କୁକର୍ମ କରିବାକୁ ପଛାଇଲାନି ନିଜେ ପିଉସା l ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀ କୁ ଦୁଷ୍କର୍ମ କରି ଗର୍ଭବତୀ କଲା କାମୁକ ପିଉସା। ନିଜ ମୋବାଇଲ ରେ ଝିଆରୀ ର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ। ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଞ୍ଚଳରେ। ପିଡୀତାର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । “ରିସେଣ୍ଟ୍‌ ଟ୍ରେଣ୍ଡ୍‌ସ୍‌ ଇନ୍‌ କମ୍ପ୍ୟୁଟିଙ୍ଗ୍‌, କମ୍ପ୍ୟୁନିକେସନ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌” ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କମ୍ପ୍ୟୁଟର ଗବେଷଣାକୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବ୍ୟତୀତ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଗବେଷକ […]

Read More Text.

ଜିଲ୍ଲା ସମବାୟ ଉନ୍ନୟନ କମିଟି (DCDC) ର ବୈଠକ ଅନୁଷ୍ଠିତ

ବାରିପଦା: ଜିଲ୍ଲାପାଳ ମୟୂରଭଞ୍ଜଙ୍କ ଅଧ୍ୟକ୍ଷ୍ୟତାରେ ମହାତ୍ମାଗାନ୍ଧି ସମ୍ମିଳନୀ କକ୍ଷରେ ଜିଲ୍ଲା ସମବାୟ ଉନ୍ନୟନ କମିଟିର (DCDC) ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ CDO & EO Zilla Parishad Mayurbhanj, DRCS Mayurbhanj, Representative of CDAO Mayurbhanj, Representative of District fisheries Officer, Mayurbhanj, CEO MCCB Ltd. Baripada, DIPRO Mayurbhanj, Representative of CCSO Mayurbhanj, Senior ARCS Kaptipada & ARCS Baripada ଉପସ୍ଥିତ ଥିଲେ I […]

Read More Text.

ହାଇକୋର୍ଟଙ୍କ ଆଦେଶକୁ ଅବମାନନା ପ୍ରସଙ୍ଗ, କୋର୍ଟରେ ହାଜର ହେଲେ ଆଗରପଡ଼ା କଲେଜ ଅଧ୍ୟକ୍ଷ

ଅର୍ଥ ଦଣ୍ଡରେ ଦଣ୍ଡିତ କଲେ କୋର୍ଟ ଆଗରପଡ଼ା :ଯୁକ୍ତ ୩ ପ୍ରମାଣପତ୍ର ପ୍ରଦାନକୁ ନେଇ କନକଲତା ସାମଲ ହାଇକୋର୍ଟରେ ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ମାମଲାରେ ଭଦ୍ରକ ଜିଲ୍ଲା ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କ ହାଇକୋର୍ଟରେ ହାଜର ହେବା ଜରୁରୀ ଥିବା ହେତୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେବା ସତ୍ତ୍ୱେ ଅଧ୍ୟକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ହାଇକୋର୍ଟ ତିକ୍ତତା ପ୍ରକାଶ କରିବା ସହିତ ଗତ […]

Read More Text.