ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING, ମାଷ୍ଟର ମାଇଣ୍ଡକୁ ପଠାଗଲା ଜେଲ
ଭୁବନେଶ୍ୱର : ଓଡିଶାରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଏବେ ବାଂଲାଦେଶୀ ଖୋଜି ବାହାର କରିବାକୁ ତତ୍ପର ହୋଇଛନ୍ତି ସରକାର I ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING ଗଠନ କରାଯାଇଛି I ଜଣେ ବାଂଲାଦେଶୀ ଆସିବା ପାଇଁ ୩୫ ହଜାର ଓ ଫେରିବାକୁ ୩୦ ହଜାର ଟଙ୍କା ନେଉଥିଲା ଦଲାଲ I ଘଟଣାର ମାଷ୍ଟର ମାଇଣ୍ଡ ଦେଲା ଦଲାଲର ଠିକଣା I ଦଲାଲ ଜଗଦୀଶ ଦାସକୁ ଧରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି I ରିମାଣ୍ଡ ସରିବା […]
Read More Text.