ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍
ଭୁବନେଶ୍ୱର : ସମର ହିଟକୁ ବିଟ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ଲାନ୍ । ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ ଟ୍ରାଫିକରେ ଅସ୍ଥାୟୀ ସେଡ୍ ଲଗାଯାଇଛି । ଏଜି ଛକରେ ହେବ ସ୍ଥାୟୀ ସେଡ୍ । ଟ୍ରାଫିକରେ ଗାଡ଼ି ଛିଡ଼ା ହେଲେ ଛାଇରେ ଠିଆ ହେବେ ଯାତ୍ରୀ । ସେହିଭଳି ଏଜି ଛକରେ ରହିବ ଏକମାତ୍ର […]
Read More Text.