ଇ-ପରୀକ୍ଷାରେ ବିପିୟୁଟିର ରେକର୍ଡ: ୭ ଦିନରେ ଫଳାଫଳ ଘୋଷଣା
ରାଉରକେଲା: ଇ-ପରୀକ୍ଷାରେ ରେକର୍ଡ କରିଛି ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ (ବିପିୟୁଟି)। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଇ-ପରୀକ୍ଷାରେ ଏହା ସବୁଠୁ ଆଗରେ ରହିଛି। ପରୀକ୍ଷା ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା ସହ ୱେବ୍ସାଇଟ୍ରେ ପ୍ରୋଭିଜ୍ନାଲ ସାର୍ଟିଫିକେଟ୍ ଉପଲବ୍ଧ ହୋଇଛି। ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ କହିଛନ୍ତି, ବିଶ୍ବବିଦ୍ୟାଳୟ ଇ-ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଯେଉଁଥିରେ ପ୍ରଶ୍ନପତ୍ର ଇ-ଟ୍ରାନ୍ସମିଟ୍ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ […]
Read More Text.