ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ ହେଲେ ନରି ପଣ୍ଡା

ଭୁବନେଶ୍ବର: ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ପୂରା ଯାତ୍ରା ସାମ୍ରାଜ୍ୟରୁ ହେଲେ ବ୍ୟାନ୍ । ହାସ୍ୟାଭିନେତା ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ କିଛି ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ୨୦୨୫-୨୬ ଯାତ୍ରା ବର୍ଷ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍‌ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ […]

Read More Text.

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଦୁଇ ଆହତ

ଟିଟିଲାଗଡ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ମାଆ ଓ ଯାଆଁଳା ଶିଶୁକନ୍ୟା । ଶିଶୁଙ୍କ ବାପା ଓ ଜେଜେମା ଆହତ ।  ଟିଟିଲାଗଡରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବେଳେ ଅଘଟଣ ଘଟିଛି । ଗତକାଲି ମୁରିବାହାଲ ବ୍ଳକ ଚିକନୀବାହାଳି ଗାଁର ରାଧା ଯାନୀ ପିପିଲପଦରଠାରେ ଥିବା ମାତୃ ଓ ଶିଶୁ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଆଜି ଭୋରୁ ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର […]

Read More Text.

ଚୋରା ଖଣି ଉପରେ ପ୍ରଶାସନର ଚଢାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଓଡିଶାର ସବୁଠୁ ବଡ ଖଣି ଉପରେ ଚଢ଼ାଉ ଆରମ୍ଭ କରିଛି ପ୍ରଶାସନ । ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ହେମଗିରି ବ୍ଲକ କୁଲାପଡ଼ାରେ ଏହି ଚଢ଼ାଉ ଚାଲିଛି । ଏହି ଚଢାଉରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ, […]

Read More Text.

ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼, ୫ ଅଟକ

ଢେଙ୍କାନାଳ: ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼ । ଢେଙ୍କାନାଳ ରାସୋଳ ଥାନା କଦଳିପାଳ ମାନପୁର ସାହିରେ ଗୁଳି ମାଡ଼ରେ ଯୁବକ ମୃତ ।  ମୃତକ ବାବୁଲା ନାଏକ ।  ଗତକାଲି ବିଳମ୍ବିତ ରାତିରେ ୫ଜଣ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରଶାନ୍ତ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା । ହେଲେ ଗୁଳିରେ ବାବୁଲା ଟଳି ପଡ଼ିଥିଲା । ଖବର ପାଇ ରାସୋଳ ପୋଲିସ ମୃତଦେହ ଜବତ କରିବା ସହିତ ଶିକାର କରିବାକୁ ଯାଇଥିବା […]

Read More Text.

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ, ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର

ଭୁବନେଶ୍ଵର: ଆସନ୍ତାକାଲି  ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୦୯ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନରେଟ ପକ୍ଷରୁ ସର୍ବସାଧାରଣଙ୍କ ଲାଗି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁଗମନାଗମନ ନିମନ୍ତେ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ର ଧାରା ୮) […]

Read More Text.

ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’

ଭୁବନେଶ୍ୱର : ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍‌ । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ କଟକ SCB ମେଡିକାଲ ଯିବା ପାଇଁ ସରକାର ଗଡାଇବେ ଇ-ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆ ରୁଟ୍ । ଏହା ଦ୍ୱାରା ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ । […]

Read More Text.

ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ସବୁବେଳେ ସମଦୂରତା, ବିଜେପି ବିରୋଧରେ ସ୍ବର ଉଠାଉଛି ବୋଲି ଦାବି କରି, କାଲି ଠିକ୍ ସମୟରେ ପଟ ବଦଳାଇ ଦେଇଛି । […]

Read More Text.

ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା, ୩ଟି ଅଫିସର ଆସବାବପତ୍ର ଜବତ ନିର୍ଦ୍ଦେଶ

ସମ୍ବଲପୁର : ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା । ୩ଟି ଅଫିସର ଆସବାବ ପତ୍ର ଜବତ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ବୁର୍ଲାସ୍ଥିତ ଉପର ମହାନଦୀ ବେସିନର ବେସିନ ମ୍ଯାନେଜର ତଥା ମୁଖ୍ଯଯନ୍ତ୍ରୀଙ୍କ କାର୍ଯ୍ଯାଳୟ, ହୀରାକୁଦ ଡ୍ଯାମ ସର୍କଲର ସୁପରିଟେଣ୍ଡ ଇଂଜିନିୟରଙ୍କ କାର୍ଯ୍ଯାଳୟ, ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ୍ ଇଂଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍ ନେଇ ନିର୍ଦ୍ଦେଶ । ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ କରାଯିବ l ସୂଚନା ଅନୁସାରେ […]

Read More Text.

ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖାଲି ସେତିକି ନୁହଁ ଏଏସଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଜିବାରୁ ଏହି ଘଟଣାରେ ଏଏସଆଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି । ଶ୍ରୀମନ୍ଦିର […]

Read More Text.

ରାଜଧାନୀରେ ଡବଲ୍ ଏନକାଉଣ୍ଟର, ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ

ଭୁବନେଶ୍ୱର : ଫ୍ଲାୱାର ସମଝେ କ୍ୟା । ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ । ଦୁଇ ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ପୋଲିସ କମିଶନରଙ୍କ ଚେତାବନୀ । ଏନାକାଉଣ୍ଟର ମାଧ୍ୟମରେ ଲୁଟେରାଙ୍କୁ କଡା ଜବାବ। ଏବେ ନସୁଧୁରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର । ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ ଡବଲ ଏନକାଉଣ୍ଟର । ୨ ବିହାରୀ ଲୁଟେରାଙ୍କୁ ଗୁଳି କରିଛି ପୋଲିସ । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ […]

Read More Text.