ଓଡ଼ିଆ ପକ୍ଷ ପାଳନ ଅବସରରେ ବାରିପଦା ଠାରେ ଐତିହ୍ୟ ୱାକାଥନ ଅନୁଷ୍ଠିତ
ବାରିପଦା – ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପକ୍ଷ ପାଳନର ପଞ୍ଚମ ଦିବସରେ ଆଜି ଏକ ଐତିହ୍ୟ ୱାକାଥନ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ୱାକାଥନକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶଗ୍ରହଣକାରିଙ୍କୁ ଉତ୍ସାହିତ […]
Read More Text.