କାମରେ ଆସୁନି ଶବ ଦାହ ଗୃହ, ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ପରିସର
ଆଗରପଡ଼ା:ସଙ୍କୁଚିତ ସ୍ଥାନ ଓ ସୁସ୍ଥ ପରିବେଶ ପାଇଁ ଜନସଂଖ୍ୟାର ଘନତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ଏକଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଗୋଟିଏ କିମ୍ବା ଦୁଇଟି ଶବ ଦାହ କେନ୍ଦ୍ର ନିର୍ମାଣ କରାଯାଇଛି । ମୃତ ବ୍ୟକ୍ତିର ଶବ ଦାହ ପାଇଁ ମୃତକଙ୍କ ପରିବାରକୁ ହରିଶ୍ଛନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରାଯାଉଛି । ଉକ୍ତ ଶବ ଦାହ ଗୃହର ପରିବେଶକୁ ସୁନ୍ଦର ପାଇଁ ଫୁଲ ଗଛ ଲଗାଯିବାର ବ୍ୟବସ୍ଥା ହୋଇଛି । […]
Read More Text.