ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ଦହି ସରବତ ବଣ୍ଟନ
ବାରିପଦା- ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ସମସ୍ତେ ଛଟପଟ ।ପାଣି ଟୋପେ ପାଇଁ ଡହଳ ବିକଳ । ଏପ୍ରିଲ ମାସ ଦ୍ଵିତୀୟ ସୋମବାର ଦିନ ବାମନଘାଟି ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।ଏହି ଜନଶୁଣାଣୀରେ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ପୌରାଞ୍ଚଳର ବସବାସ କରୁଥିବା ଲୋକେ କିଏ ବ୍ୟକ୍ତିଗତ କିଏ ସାମୁହିକ ସମସ୍ୟା ନେଇ ସୁଦୂର ଦୂରାନ୍ତରୁ ଖରା,ବର୍ଷା,କାଳବୈଶାଖୀ କୁ ଖାତିର ନ କରି ନିଜର ମସ୍ଯାନେଇ ଛୁଟି ଆସିଥିଲେ ଉପଜିଲ୍ଲାପାଳଙ୍କ […]
Read More Text.